ହରିଆଣାରେ ସରକାର ଗଢ଼ିବ ବିଜେପି, ପରୋକ୍ଷରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହରିଆଣା ଏବଂ ମହାରାଷ୍ଟ୍ରରେ ବିଜେପିକୁ ସର୍ବାଧିକ ଜନାଦେଶ ମିଳିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ରାଜ୍ୟର ନାଗରିକଙ୍କୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ବିଜେପି ସଭାପତି ତଥା ସ୍ୱରାଷ୍ଚ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ହରିଆଣାରେ ତ୍ରିଶଙ୍କୁ ଅବସ୍ଥା ରହିଛି। ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୨ ଏବଂ ଅନ୍ୟାନ୍ୟ ଦଳ ୧୯ଟି […]

modi bjp(1)

modi bjp(1)

Subhransu Sekhar
  • Published: Thursday, 24 October 2019
  • Updated: 24 October 2019, 08:09 PM IST

Sports

Latest News

ନୂଆଦିଲ୍ଲୀ: ହରିଆଣା ଏବଂ ମହାରାଷ୍ଟ୍ରରେ ବିଜେପିକୁ ସର୍ବାଧିକ ଜନାଦେଶ ମିଳିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ରାଜ୍ୟର ନାଗରିକଙ୍କୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ବିଜେପି ସଭାପତି ତଥା ସ୍ୱରାଷ୍ଚ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ।

ହରିଆଣାରେ ତ୍ରିଶଙ୍କୁ ଅବସ୍ଥା ରହିଛି। ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟି ଆସନ, କଂଗ୍ରେସ ୩୨ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୪୬ ରହିଛି ମ୍ୟାଜିକ ନମ୍ୱର। ଏବେ ବିଜେପି ଅନ୍ୟାନ୍ୟ ଦଳ ସହ ମେଣ୍ଟ କରି ସରକାର ଗଢ଼ିବ ବୋଲି ଜଣାପଡ଼ିଛି। କଂଗ୍ରେସ ମଧ୍ୟ ଅନ୍ୟାନ୍ୟ ଦଳ ଉପରେ ନଜର ରଖିଛି। ହେଲେ ମ୍ୟାଜିକ ନମ୍ୱରଠୁ ବହୁ ଦୂରରେ କଂଗ୍ରେସ ରହିଥିବାରୁ କଂଗ୍ରେସ ସରକାର ଗଢ଼ିବା ବିଜେପି ଅପେକ୍ଷା କଷ୍ଟ। ଯଦି କର୍ଣ୍ଣାଟକ ମଡେଲ ଲାଗୁ କରିବ ତାହେଲେ ମଧ୍ୟ ଜେଜେପି ମୁଖିଆ ଦୁଷ୍ମନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି, କଂଗ୍ରେସ କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରାଜି ହୋଇଛି।

ହରିଆଣାବାସୀ ବିଜେପିକୁ ସର୍ବାଧିକ ଜନାଦେଶ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ରରେ ବିଜେପି ସରକାର ରହିଛି। ଆଗାମୀ ଦିନରେ ପୂର୍ବ ସରକାର ତୁଳନାରେ ଆହୁରି ଅଧିକ ପରିଶ୍ରମ କରି ରାଜ୍ୟକୁ ଆଗକୁ ନେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ବିଜେପି ସରକାର ଥିଲା ବୋଲି କେନ୍ଦ୍ରର ସମସ୍ତ ଯୋଜନା ରାଜ୍ୟରେ ଲାଗୁ ହୋଇଥିଲା ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ହରିଆଣାବାସୀଙ୍କ ଆଶା ଭରସା ବିଜେପି ପୂରଣ କରିବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ନିର୍ବାଚନକୁ ନେଇ ମଧ୍ୟ ସମାନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ଶିବସେନା ଓ ବିଡେପି ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ। ହେଲେ ଦୁଇ ଦଳ ମିଶି ମେଣ୍ଟ ସରକାର ଗଢ଼ିଥିଲେ। ଏବେ ପୁଣିଥରେ ଦୁଇ ଦଳକୁ ଜନାଦେଶ ମିଳିଥୁବାରୁ ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶବାସୀଙ୍କର ଏହି ଭଲ ପାଇବା ସେ ଋଣୀ ବୋଲି କହିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି-ଶିବସେନା ୧୫୯ ଏବଂ କଂଗ୍ରେସ-ଏନସିପି ୧୦୫ଟି ଆସନ ଜିତିଥିବା ସୂଚନା ରହିଥିବାବେଳେ ଅନ୍ୟାନ୍ୟ ଦଳ ୨୪ଟି ଆସନରେ ବିଜୟୀ ହୋଇଛନ୍ତି। ବିଜେପି-ଶିବସେନା ମହାରାଷ୍ଟ୍ରରେ ସରକାର ଗଢ଼ିବା ଥୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story