ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ମୋଦି ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ: ଚାଷୀଙ୍କ ପେଟକୁ ନାତ ମାରି ନିଜ ସହଯୋଗୀଙ୍କ ପକେଟ ଫୁଲ କରୁଛନ୍ତି କେନ୍ଦ୍ର ସରକାର। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟୁଇଟ କରି ମୋଦି ସରକାର ବିରୋଧରେ ଆଜି ବର୍ଷିଛନ୍ତି। ସଂସଦ ଭବନ, ଇଣ୍ଡିଆ ଗେଟ୍ ଆଦି ସ୍ଥାନର ନବୀକରଣ ପାଇଁ ଏଚସିପି କମ୍ପାନୀ(HCP Design, Planning & Management Pvt. Ltd) କୁ କେନ୍ଦ୍ର ସରକାର ଠାକ ଦେଇଛନ୍ତି। ଏହି ଠିକା କମ୍ପାନୀ ଗୁଜରାଟର। ନିଜ ବନ୍ଧୁଙ୍କ ପକେଟ ଫୁଲ କରିବାକୁ ଯାଇ କେନ୍ଦ୍ର […]

priyanka

priyanka

Subhransu Sekhar
  • Published: Saturday, 26 October 2019
  • Updated: 26 October 2019, 02:32 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ପେଟକୁ ନାତ ମାରି ନିଜ ସହଯୋଗୀଙ୍କ ପକେଟ ଫୁଲ କରୁଛନ୍ତି କେନ୍ଦ୍ର ସରକାର। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟୁଇଟ କରି ମୋଦି ସରକାର ବିରୋଧରେ ଆଜି ବର୍ଷିଛନ୍ତି।

ସଂସଦ ଭବନ, ଇଣ୍ଡିଆ ଗେଟ୍ ଆଦି ସ୍ଥାନର ନବୀକରଣ ପାଇଁ ଏଚସିପି କମ୍ପାନୀ(HCP Design, Planning & Management Pvt. Ltd) କୁ କେନ୍ଦ୍ର ସରକାର ଠାକ ଦେଇଛନ୍ତି। ଏହି ଠିକା କମ୍ପାନୀ ଗୁଜରାଟର। ନିଜ ବନ୍ଧୁଙ୍କ ପକେଟ ଫୁଲ କରିବାକୁ ଯାଇ କେନ୍ଦ୍ର ସରକାର ଏଚପିସିକୁ ଠିକା ଦେଇଛନ୍ତି ବୋଲି ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି।

https://twitter.com/priyankagandhi/status/1187964435190767616

ସେ ଆହୁରି କହିଛନ୍ତି ନବୀକରଣ ପାଇଁ କେନ୍ଦ୍ର ସରକାର ୧୨ ହଜାର ୪୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ହେଲେ ଉତ୍ତର ପ୍ରଦେଶରେ ଆଖୁ ଚାଷୀଙ୍କ ୭ହଜାର କୋଟି ଟଙ୍କାର କରଜ ଛାଡ଼ କରୁନାହାନ୍ତି ବୋଲି କହିଛନ୍ତି। ବିଜେପି ସରକାର ନିଜର ହୋସ୍ ହରାଇ ବସିଛି। ଖୁବଶୀଘ୍ର ଦେଶର ଚାଷୀ ଜାଗିବେ ବୋଲି ସେ କହିଛନ୍ତି। ସେତେ ପର୍ଯ୍ୟନ୍ତ ସାବଧାନ ରହିବାକୁ ମୋଦି ସରକାରକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story