ପୁଣି ପ୍ରମାଣ ହେଲା ଦାଉଦ ପାକିସ୍ତାନରେ ଅଛି

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମକୁ ନିଶ୍ଚିତ ଭାବେ ଭାରତ ପ୍ରତ୍ୟାର୍ପଣ କରାଯିବ। ସରକାର ଦାଉଦକୁ ଭାରତ ଆଣି ପାରୁଛନ୍ତି କି ନାହିଁ ତାହା ଅଲଗା କଥା, କିନ୍ତୁ ଏହା ସତ ଯେ ସେ ପାକିସ୍ତାନରେ ହିଁ ଅଛି। ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ଦାଉଦ ପାକିସ୍ତାନରେ ହିଁ ଅଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ସୁରକ୍ଷା […]

dawood-ibrahim

dawood-ibrahim

Rakesh Mallick
  • Published: Monday, 25 May 2015
  • Updated: 25 May 2015, 09:44 AM IST

Sports

Latest News

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମକୁ ନିଶ୍ଚିତ ଭାବେ ଭାରତ ପ୍ରତ୍ୟାର୍ପଣ କରାଯିବ। ସରକାର ଦାଉଦକୁ ଭାରତ ଆଣି ପାରୁଛନ୍ତି କି ନାହିଁ ତାହା ଅଲଗା କଥା, କିନ୍ତୁ ଏହା ସତ ଯେ ସେ ପାକିସ୍ତାନରେ ହିଁ ଅଛି। ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ଦାଉଦ ପାକିସ୍ତାନରେ ହିଁ ଅଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ସୁରକ୍ଷା ବଳୟ ଭିତରେ ରହିଛି ଭାରତର ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ।

ଚାରିମାସ ପୂର୍ବେ ଦାଉଦର ଫୋନ୍ ଟ୍ରାକ୍ କରିଥିଲା ଭାରତୀୟ ଗୁଇନ୍ଦା ସଂସ୍ଥା। ଏଥିରୁ ଜଣାପଡ଼ିଥିଲା ଯେ ସେ ପାକିସ୍ତାନରେ ରହୁଛି। ସେ ଫୋନରେ ଦୁବାଇରେ ଥିବା ତା’ର ସହଯୋଗୀ ଜାଭେଦ ସହିତ କଥା ହେଉଥିଲା। ଦାଉଦ ତିନି ଥର ଫୋନ କରିଥିଲା ଜାଭେଦ ପାଖକୁ। ଦାଉଦର ଦୁବାଇ ଓ ଭାରତରେ ଚାଲିଥିବା ବ୍ୟବସାୟ ବୁଝାବୁଝି କରେ ଜାଭେଦ। ବେଟିଂ, ଫିକ୍ସିଂ, ଚୋରାମାଲ୍ ଆମଦାନୀ ଓ ରପ୍ତାନୀ ଆଦି ବ୍ୟବସାୟ ଅଛି ଦାଉଦର।

ସେହିପରି ତା’ର ତିନି ମାସ ଆଗରୁ ଦାଉଦ ଆଉ ଜଣେ ସହଯୋଗୀ ତାରିକ୍ ସହିତ ଫୋନରେ କଥା ହେଉଥିବା ବେଳେ ଭାରତୀୟ ଗୁଇନ୍ଦା ସଂସ୍ଥା ଫୋନ୍ ଟ୍ରାକିଂ କରିଥିଲା। ତେବେ ତାରିକ ଦାଉଦର କି ବ୍ୟବସାୟ ବୁଝେ ତାହା ଜଣାପଡ଼ି ନାହିଁ।

ଭାରତୀୟ ଗୁଇନ୍ଦା ସଂସ୍ଥାର ଏହି ଦାବିରୁ ପୁଣି ଥରେ ପ୍ରମାଣିତ ହୋଇଯାଇଛି ଯେ ଦାଉଦ ପାକିସ୍ତାନରେ ହିଁ ଅଛି। ଆଉ ପାକିସ୍ତାନରେ ଦାଉଦ ନାହିଁ ବୋଲି ଦିଲ୍ଲୀରେ ଅବସ୍ଥାପିତ ସେଠାକାର ହାଇକମିଶନର୍ ଅବଦୁଲ ବସିତ୍ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ମିଛ ବୋଲି ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story