ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଭଦୌରିଆ, ରାଫେଲ କଥା କହିଲେ

ନୂଆଦିଲ୍ଲୀ: ଦେଶର ବାୟୁସେନା ମୁଖ୍ୟ ଭାବେ ଆରକେଏସ୍‌ ଭଦୌରିଆ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ବାୟୁସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବିଏସ୍‌ ଧନୋଆ ଆଜି ଅବସର ଗ୍ରହଣ କରିଛନ୍ତି। ଭଦୌରିଆ ଆଜି ତାଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭଦୌରିଆ ଦେଶର ୨୬ତମ ବାୟୁସେନା ମୁଖ୍ୟ ହୋଇଛନ୍ତି। ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ସେ ଫ୍ରାନ୍ସ ଠାରୁ ଆସିବାକୁ ଥିବା ରାଫେଲ ଯୁଦ୍ଧ ବିମାନକୁ ଗେମ ଚେଞ୍ଜର ବୋଲି କହିଛନ୍ତି। ସେ କହିଛନ୍ତି, […]

d

d

Hemant Lenka
  • Published: Monday, 30 September 2019
  • Updated: 30 September 2019, 04:42 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବାୟୁସେନା ମୁଖ୍ୟ ଭାବେ ଆରକେଏସ୍‌ ଭଦୌରିଆ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ବାୟୁସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବିଏସ୍‌ ଧନୋଆ ଆଜି ଅବସର ଗ୍ରହଣ କରିଛନ୍ତି। ଭଦୌରିଆ ଆଜି ତାଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଭଦୌରିଆ ଦେଶର ୨୬ତମ ବାୟୁସେନା ମୁଖ୍ୟ ହୋଇଛନ୍ତି। ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ସେ ଫ୍ରାନ୍ସ ଠାରୁ ଆସିବାକୁ ଥିବା ରାଫେଲ ଯୁଦ୍ଧ ବିମାନକୁ ଗେମ ଚେଞ୍ଜର ବୋଲି କହିଛନ୍ତି। ସେ କହିଛନ୍ତି, “ରାଫେଲ ଯୁଦ୍ଧ ବିମାନରେ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ବାୟୁସେନାରେ ଏହା ସାମିଲ ହେଲେ, ଯବାନଙ୍କ ଦକ୍ଷତାକୁ ଆହୁରି ବୃଦ୍ଧି କରିବ।

ରାଫେଲେ ଏକ ଗେମ ଚେଞ୍ଜର। ଥରେ ରାଫେଲ ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହୋଇଗଲେ, ଚାଇନା ଓ ପାକିସ୍ତାନ ମଧ୍ୟ ଭାରତ ଠାରୁ ପଛରେ ପଡ଼ିଯିବେ। ଏବେ ଏସ୍‌ୟୁ-୩୦ ଏବଂ ଅନ୍ୟାନ୍ୟ ଯୁଦ୍ଧ ବିମାନ ଭାରତ ପାଖରେ ରହିଛି। ଏହା ସହ ରାଫେଲ ସାମିଲ ହୋଇଗଲେ, ଭାରତୀୟ ବାୟୁସେନାର ଦକ୍ଷତା ଆହୁରି ବଢ଼ିଯିବ।”

ଭଦୌରିଆ ରାଫେଲ ଡିଲ୍‌ ପାଇଁ ହୋଇଥିବା ବୁଝମଣା କମିଟିର ସଦସ୍ୟ ରହିଥିଲେ। ଏହି କମିଟି ହିଁ ୩୬ ରାଫେଲ ଯୁଦ୍ଧ ବିମାନ ପାଇଁ ଫ୍ରାନ୍ସ ୬୦,୦୦୦ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଆଜି ସେ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା କ୍ଷଣି ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story