ଘୋଡ଼ା ବେପାର କରି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ ଚଳାଇଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ଉତ୍ତରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ରବିବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି,“ବିହାର ବିଧାନସଭା ନିର୍ବାଚନ ହାରିଯିବା ପରେ ବିଜେପି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ ଟାର୍ଗେଟ କରିଛି। ଘୋଡ଼ା ବେପାର ଓ ଅର୍ଥ ଏବଂ ବାହୁ ବଳ ଯୋଗେ ବିଜେପି ଉକ୍ତ ସରକାରଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଏହା ବିଜେପିର ନୂଆ ମଡେଲ୍ ଭାବେ ଉଭା ହୋଇଛି। ସେମାନେ ପ୍ରଥମେ […]

rahul

rahul

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 11:23 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ରବିବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି।

ସେ କହିଛନ୍ତି,“ବିହାର ବିଧାନସଭା ନିର୍ବାଚନ ହାରିଯିବା ପରେ ବିଜେପି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ ଟାର୍ଗେଟ କରିଛି। ଘୋଡ଼ା ବେପାର ଓ ଅର୍ଥ ଏବଂ ବାହୁ ବଳ ଯୋଗେ ବିଜେପି ଉକ୍ତ ସରକାରଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଏହା ବିଜେପିର ନୂଆ ମଡେଲ୍ ଭାବେ ଉଭା ହୋଇଛି। ସେମାନେ ପ୍ରଥମେ ଏହି ମଡେଲ୍‌କୁ ଅରୁଣାଚଳ ପ୍ରଦେଶରେ ପ୍ରୟୋଗ କଲେ। ଆଉ ଏବେ ଉତ୍ତରଖଣ୍ଡରେ ପ୍ରୟୋଗ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିରୁ ମୋଦିଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଯାଇଛି। ତେବେ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ବିରୁଦ୍ଧରେ କଂଗ୍ରେସ ଲଢ଼େଇ କରିବ।”

ଉତ୍ତରାଖଣ୍ଡରେ ହରିଶ ରାୱତ ନେତୃତ୍ୱାଧିକ କଂଗ୍ରେସ ସରକାର ବିରୋଧରେ ଦଳର ୯ ଜଣ ବିଧାୟକ ବିଦ୍ରୋହ ଘୋଷଣା କରି ଦେଇଛନ୍ତି। ସେମାନେ ବିରୋଧୀ ବିଜେପି ସହିତ ହାତ ମିଳାଇଛନ୍ତି। ତେଣୁ ହରିଶଙ୍କ ସରକାର ସଂଖ୍ୟାଲଘୁ ହୋଇ ପଡ଼ିଥିବା ବେଳେ ବିଜେପି ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story