ବିଳମ୍ୱରେ ପହଞ୍ଚିଲା ଟ୍ରେନ୍, ଯାତ୍ରୀ ପାଇବେ ପଇସା

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ ବିଭାଗର ନିୟମ ମୁତାବକ ଯାତ୍ରୀ ମାନଙ୍କୁ କ୍ଷତିପୂରଣ ମିଳିବ ବୋଲି ଘୋଷଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ୪୫୧ ଜଣ ଯାତ୍ରୀ ଥିବାବେଳେ ଦିଲ୍ଲୀରୁ ଲକ୍ଷ୍ମୌ ଯାଉଥିବା […]

Tejas-Express

Tejas-Express

Subhransu Sekhar
  • Published: Sunday, 20 October 2019
  • Updated: 20 October 2019, 11:41 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ ବିଭାଗର ନିୟମ ମୁତାବକ ଯାତ୍ରୀ ମାନଙ୍କୁ କ୍ଷତିପୂରଣ ମିଳିବ ବୋଲି ଘୋଷଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ୪୫୧ ଜଣ ଯାତ୍ରୀ ଥିବାବେଳେ ଦିଲ୍ଲୀରୁ ଲକ୍ଷ୍ମୌ ଯାଉଥିବା ଟ୍ରେନରେ ୫୦୦ ଜଣ ଯାତ୍ରୀ ଥିଲେ।

ଗତକାଲି ତେଜସ୍ ଏକ୍ସପ୍ରେସ ମଧ୍ୟାହ୍ନ ୧୨ଟା ୨୫ରେ ଦିଲ୍ଲୀ ପହଞ୍ଚିବାର ଥିଲା। ହେଲେ ଏହା ଅପରାହ୍ନ ୩ଟା ୪୦ରେ ପହଞ୍ଚିଥିଲା। ସେହିପରି ଲକ୍ଷ୍ନୌରେ ଏହି ଟ୍ରେନ ରାତି ୧୦ଟା ୦୫ରେ ପହଞ୍ଚିବାର ସମୟ ଥିବାବେଳେ ୧୧ଟା ୪୦ରେ ପହଞ୍ଚିଥିଲା।

ଆଇଆରସିଟିସିର ନିୟମ ଅନୁଯାୟୀ ଘଣ୍ଟାଏ ବିଳମ୍ୱ ହେଲେ ଯାତ୍ରୀଙ୍କୁ ୧୫୦ ଟଙ୍କା ଏବଂ ଦୁଇ ଘଣ୍ଟାରୁ ଅଧିକ ବିଳମ୍ୱ ହେଲେ ୨୫୦ ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ଏହି ଟ୍ରେନର ଆଉ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହେଲା ଯାତ୍ରୀମାନଙ୍କୁ ୨୫ ଲକ୍ଷ ଟଙ୍କାର ବିମା ସୁବିଧା ସହିତ ଚୋରି ହେଲେ ୧ ଲକ୍ଷ ଟଙ୍କାର ବିମା ମିଳିବ ବୋଲି ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story