ପ୍ରେମରେ ଜିହାଦର ସ୍ଥାନ ନାହିଁ, ‘ଲଭ୍ ଜିହାଦ୍’କୁ ନେଇ ବିଜେପି ଉପରେ ବର୍ଷିଲେ ଗେହଲଟ

ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟ ଲଭ୍ ଜିହାଦ୍ ବିରୋଧରେ ଆଇନ୍ ଆଣିବାକୁ ଯୋଜନା କରୁଛନ୍ତି। ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଗେହଲଟ। ଶୁକ୍ରବାର ସେ ଏହି ପ୍ରସଙ୍ଗରେ ମତ ରଖିବାକୁ ଯାଇ କହିଛନ୍ତି, ପ୍ରେମରେ ଜିହାଦର ଶବ୍ଦ ନାହିଁ। ବିଜେପି ହିଁ ଏଭଳି ଶବ୍ଦର ପରିକଳ୍ପନା କରିଛି। ବିଜେପି ଏଭଳି କରି ସାମାଜିକ ସଦଭାବନାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଜଣଙ୍କର ବ୍ୟକ୍ତିଗତ ଅଧିକାରକୁ ଆଇନ୍ ଜରିଆରେ ପ୍ରତିବନ୍ଧକ […]

ashok-gehlot

ashok-gehlot

Subhransu Sekhar
  • Published: Saturday, 21 November 2020
  • Updated: 21 November 2020, 01:47 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟ ଲଭ୍ ଜିହାଦ୍ ବିରୋଧରେ ଆଇନ୍ ଆଣିବାକୁ ଯୋଜନା କରୁଛନ୍ତି। ଏହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଗେହଲଟ। ଶୁକ୍ରବାର ସେ ଏହି ପ୍ରସଙ୍ଗରେ ମତ ରଖିବାକୁ ଯାଇ କହିଛନ୍ତି, ପ୍ରେମରେ ଜିହାଦର ଶବ୍ଦ ନାହିଁ। ବିଜେପି ହିଁ ଏଭଳି ଶବ୍ଦର ପରିକଳ୍ପନା କରିଛି। ବିଜେପି ଏଭଳି କରି ସାମାଜିକ ସଦଭାବନାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଜଣଙ୍କର ବ୍ୟକ୍ତିଗତ ଅଧିକାରକୁ ଆଇନ୍ ଜରିଆରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ ବୋଲି ଗେହଲଟ ଟ୍ୱିଟ୍ କରି କହିଛନ୍ତି।

ସୂଚନାଯୋଗ୍ୟ, ଲଭ୍ ଜିହାଦ ବିରୋଧରେ ଆଇନ୍ ଆଣିବା ପାଇଁ ପ୍ରଥମେ ବିଜେପି ଶାସିତ ରାଜ୍ୟ ୟୁପି ଯୋଜନା କରିଛି। ରାଜ୍ୟର ଗୃହ ବିଭାଗ ଏ ନେଇ ଆଇନ୍ ମନ୍ତ୍ରାଳୟ ପାଖକୁ ପ୍ରସ୍ତାବ ପଠାଇଛି। ସେହିପରି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ କହିଛନ୍ତି ଲଭ୍ ଜିହାଦ ବିରୋଧରେ ଆଇନ୍ ଆସିବ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ଦ୍ୱାରା ଶାସିତ ଅନ୍ୟତମ ରାଜ୍ୟ ହରିଆଣା ମଧ୍ୟ ସମାନ ଆଇନ୍ ଆଣିବାକୁ ଯୋଜନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story