'ମଦ ପିଇଲେ ଦୂର ହେବ କରୋନା', ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ

ଜୟପୁର: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ବିଭିନ୍ନ କଟକଣା ମଧ୍ୟ ଲାଗୁ କରାଯାଇଛି। ଦେଶରୁ କେମିତି କରୋନାକୁ ନିୟନ୍ତ୍ରଣ କରାଯିବ, ସେଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। କିନ୍ତୁ ଏହା ମଧ୍ୟରେ ରାଜସ୍ଥାନର କୋଟାସ୍ଥିତ ସାଙ୍ଗୋଦର କଂଗ୍ରେସ ବିଧାୟକ ଭରତ ସିଂହ କରୋନାରୁ ମୁକ୍ତ ହେବା ପାଇଁ ଅଜବ ଉପାୟ ଖୋଜି ବାହାର କରିଛନ୍ତି। ବିଧାୟକ ଭରତ ସିଂହ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖି […]

mada1

mada1

Ranjit Kumar Jena
  • Published: Friday, 01 May 2020
  • Updated: 01 May 2020, 05:19 PM IST

Sports

Latest News

ଜୟପୁର: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ବିଭିନ୍ନ କଟକଣା ମଧ୍ୟ ଲାଗୁ କରାଯାଇଛି। ଦେଶରୁ କେମିତି କରୋନାକୁ ନିୟନ୍ତ୍ରଣ କରାଯିବ, ସେଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। କିନ୍ତୁ ଏହା ମଧ୍ୟରେ ରାଜସ୍ଥାନର କୋଟାସ୍ଥିତ ସାଙ୍ଗୋଦର କଂଗ୍ରେସ ବିଧାୟକ ଭରତ ସିଂହ କରୋନାରୁ ମୁକ୍ତ ହେବା ପାଇଁ ଅଜବ ଉପାୟ ଖୋଜି ବାହାର କରିଛନ୍ତି। ବିଧାୟକ ଭରତ ସିଂହ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖି ମଦ ଦୋକାନ ଖୋଲିବାକୁ ଅପିଲ୍ କରିଛନ୍ତି। ଏପରିକି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମଦ ପିଇବା ଦ୍ୱାରା କରୋନାଭାଇରସ୍ ସମ୍ପୂର୍ଣ୍ଣ ଶେଷ ହୋଇଯିବ।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ରାଜ୍ୟରେ ମଦ ଦୋକାନଗୁଡ଼ିକ ଖୋଲିବା ପାଇଁ ଦାବି କରିବା ସହ କହିଛନ୍ତି ଯେ ଯଦି ମଦ ଦ୍ୱାରା ହାତ ଧୋଇ କରୋନାଭାଇରସକୁ ଦୂରେଇ ଦିଆଯାଇ ପାରିବ, ତାହେଲେ ମଦ ପିଇବା ଦ୍ୱାରା ଗଳାରେ କରୋନା ସଂକ୍ରମଣ ଭୂତାଣୁ ଶେଷ ହୋଇପାରିବ। ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଆହୁରି କହିଛନ୍ତି, ଲକଡାଉନ୍ ଯୋଗୁ ମଦ ଦୋକାଦ ବନ୍ଦ ରହିଛି। କେନ୍ଦ୍ର ସରକାର କେବେ ବି ଏହାର ବିକ୍ରି କରିବାକୁ ଅନୁମତି ଦେବେ ନାହିଁ।

ଏପରିକି ରାଜ୍ୟ ସରକାର ମଧ୍ୟ ଏହାର ବିକ୍ରି ପାଇଁ କୌଣସି ନିଷ୍ପତ୍ତି ନେବେ ନାହିଁ। ଯଦି ଏମିତି ଜାରି ରୁହେ, ତାହେଲେ ରାଜ୍ୟ ସରକାରଙ୍କୁ ବିପୁଳ ଆର୍ଥିକ କ୍ଷତି ହେବ। ଅନ୍ୟପକ୍ଷରେ ମଦ ନମିଳିବା ଦ୍ୱାରା ଏହାର ଅବୈଧ ବେପାର ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗୋଟିଏ ପଟେ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ୍ ସମୟରେ ଅପରାଧ ସଂଖ୍ୟା ନିଶ୍ଚୟ କମ୍ ହୋଇଛି, କିନ୍ତୁ ଏହାର ବୀପରିତ ଅବୈଧ ମଦ ବିକ୍ରି ବଢ଼ିବାରେ ଲାଗିଛି। ଯଦି ମଦ ବିକ୍ରି ଆରମ୍ଭ ହେବ, ତାହେଲେ ଏହାକୁ ଅନେକ ଲୋକ ସ୍ୱାଗତ କରିବେ।

ସୂଚନାଯୋଗ୍ୟ, କରୋନାଭାଇରସ୍ ଯୋଗୁ କେନ୍ଦ୍ର ସରକାର ମଦ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି। ଏଥିପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି। ଦେଶରେ କିଛି ଦୋକାନକୁ ଖୋଲିବା ପାଇଁ ଅନୁମତି ମିଳିଛି, କିନ୍ତୁ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story