ବଦଳିଲା ଓଡ଼ିଆ ଆଇଏଏସଙ୍କ ପାହ୍ୟା

ନୂଆଦିଲ୍ଲୀ: ୧୯୯୪ ମସିହା ଓଡ଼ିଶା କ୍ୟାଡରର ଆଇଏଏସ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ରରେ ମିଳିଛି ଅତିରିକ୍ତ ସଚିବର ପାହ୍ୟା। ଭାରତ ସରକାର ଏହି ପାହ୍ୟା ଦେଇଛନ୍ତି। ଏବେ କିନ୍ତୁ ଶ୍ରୀମତୀ ରଞ୍ଜନା ଓଡ଼ିଶା ସରକାରର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ରହିଛନ୍ତି।

ias-ranjana-chopra

ias-ranjana-chopra

Subhransu Sekhar
  • Published: Saturday, 28 November 2020
  • Updated: 28 November 2020, 06:50 PM IST

Sports

Latest News

ନୂଆଦିଲ୍ଲୀ: ୧୯୯୪ ମସିହା ଓଡ଼ିଶା କ୍ୟାଡରର ଆଇଏଏସ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ରରେ ମିଳିଛି ଅତିରିକ୍ତ ସଚିବର ପାହ୍ୟା। ଭାରତ ସରକାର ଏହି ପାହ୍ୟା ଦେଇଛନ୍ତି। ଏବେ କିନ୍ତୁ ଶ୍ରୀମତୀ ରଞ୍ଜନା ଓଡ଼ିଶା ସରକାରର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos