ଦୁଷ୍କର୍ମ ଅଭିଯୁକ୍ତକୁ ବାନ୍ଧିକି ପିଟିଲେ, ପରିସ୍ରା ପିଆଇଲେ

କୋଟା: ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧିକି ନିର୍ଦ୍ଧୁମ ପିଟିବା ସହ ତାଙ୍କୁ  ଜବରଦସ୍ତି ପରିସ୍ରା ପିଆଯାଇଛି। ଯାହାର ଭିଡିଓ ଭାରାଲ ହୋଇଛି।  ଅଭିଯୁକ୍ତର ଦୂର ସମ୍ପର୍କୀୟ ମାମୁଁ ଏବଂ ମାଇଁ  ଏଭଳି ବଦଲା ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ପରିଶ୍ରା ପିଆଇଥିବା ବ୍ୟକ୍ତିଙ୍କ ବିରୋଧଧରେ ମାମଲା ରୁଜୁ କରିଛି।  ରାଜସ୍ତାନର କୋଟାରେ  ଏହି ଘଟଣା ଘଟିଛି। ସମ୍ପୃକ୍ତ ଦୁଷ୍କର୍ମ ଅଭିଯୁକ୍ତଙ୍କ ଘର ଗୁଜରାଟର ଅହମ୍ମଦାବାଦ ହୋଇଥିବା ବେଳେ ରାଜସ୍ତାନରେ […]

5gn

5gn

Tapas Behera
  • Published: Wednesday, 22 September 2021
  • Updated: 22 September 2021, 03:59 PM IST

Sports

Latest News

କୋଟା: ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧିକି ନିର୍ଦ୍ଧୁମ ପିଟିବା ସହ ତାଙ୍କୁ  ଜବରଦସ୍ତି ପରିସ୍ରା ପିଆଯାଇଛି। ଯାହାର ଭିଡିଓ ଭାରାଲ ହୋଇଛି।  ଅଭିଯୁକ୍ତର ଦୂର ସମ୍ପର୍କୀୟ ମାମୁଁ ଏବଂ ମାଇଁ  ଏଭଳି ବଦଲା ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ପରିଶ୍ରା ପିଆଇଥିବା ବ୍ୟକ୍ତିଙ୍କ ବିରୋଧଧରେ ମାମଲା ରୁଜୁ କରିଛି।  ରାଜସ୍ତାନର କୋଟାରେ  ଏହି ଘଟଣା ଘଟିଛି। ସମ୍ପୃକ୍ତ ଦୁଷ୍କର୍ମ ଅଭିଯୁକ୍ତଙ୍କ ଘର ଗୁଜରାଟର ଅହମ୍ମଦାବାଦ ହୋଇଥିବା ବେଳେ ରାଜସ୍ତାନରେ ରହି କାମଦାମ କରନ୍ତି।

ସେପ୍ଟେମ୍ବର ୧୪ ରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଘଟଣାର ଦୁଇ ଦିନ ପରେ ସମ୍ପୃକ୍ତ ଦୁଷ୍କର୍ମ ଅଭିଯୁକ୍ତଙ୍କ ଦୂର ସମ୍ପର୍କୀୟ ଏ ସମ୍ପର୍କରେ  ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ,  ଯୁବକ ଜଣକ ଘର ଭାଙ୍ଗି ସେମାନଙ୍କ ଘରେ ପଶିଥିଲେ ଏବଂ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ। ତେବେ ଗିରଫ ଯୁବକଙ୍କର ବଡ ଭାଇ ପାଲଟା ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ, ସେପ୍ଟେମ୍ବର ୧୪ତାରିଖ ସନ୍ଧ୍ୟାରେ ତାଙ୍କ ଭାଇକୁ ଡାକି ମାଡ଼ ମାରି ତାଙ୍କଠାରୁ  ମୋବାଇଲ୍ ଫୋନ୍, ପରିଚୟ ପତ୍ର ଏବଂ ନଗଦ ୨୨,୦୦୦ ଟଙ୍କା ଲୁଟିନେଇଛନ୍ତି।  ସେମାନେ ତାଙ୍କୁ ପିଟିପିଟି ପରିସ୍ରା ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଏକ ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଛି। ଏହି ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ ଆଉ ଏକ ମାମଲା ମଧ୍ୟ ରୁଜୁ କରିଛି। ଅଭିଯୁକ୍ତଙ୍କ ଦୂରସମ୍ପର୍କୀୟ ମାମୁଁ ହୋମଗାର୍ଡରେ କାମ କରନ୍ତି। ଘଟଣାର ତଦନ୍ତ ଚାଲିଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ  ଡେପୁଟି ପୁଲିସ  ଅଧୀକ୍ଷକ ପ୍ରବୀଣ ଜୈନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story