ବମ୍ବେ ହାଇକୋର୍ଟ ମାନିଲେ, ରିୟା ଡ୍ରଗ୍ସ ଡିଲର୍ସଙ୍କ ସମ୍ପର୍କରେ ନଥିଲେ

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଦେବା ବେଳେ ବଡ଼ ବୟାନ ଦେଇଛନ୍ତି ବମ୍ବେ ହାଇକୋର୍ଟ। କିଛି ଟିଭି ଚ୍ୟାନେଲ ଓ ସୋଶାଲ ମିଡିଆରେ ରିୟା ଡ୍ରଗ୍ସ ଡିଲର୍ସଙ୍କ ସହ ସିଧାସଳଖ ସାମିଲ ଥିବା ନେଇ ଖବର ପ୍ରଚାର କରିଥିଲେ। ଏପରି କି ଏନସିବିର ଜେରା ବେଳେ ରିୟା ଡ୍ରଗ୍ସ ଚାଳାଣ କରୁଥିବା ଲୋକଙ୍କ ସହ ଜଡ଼ିତ ଥିବା କଥାକୁ ସ୍ୱୀକାର କରିଥିବା କିଛି ଟିଭି ଚ୍ୟାନେଲ ପ୍ରକାଶ କରିଥିଲେ। ହେଲେ […]

ghn

ghn

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 04:20 PM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଦେବା ବେଳେ ବଡ଼ ବୟାନ ଦେଇଛନ୍ତି ବମ୍ବେ ହାଇକୋର୍ଟ। କିଛି ଟିଭି ଚ୍ୟାନେଲ ଓ ସୋଶାଲ ମିଡିଆରେ ରିୟା ଡ୍ରଗ୍ସ ଡିଲର୍ସଙ୍କ ସହ ସିଧାସଳଖ ସାମିଲ ଥିବା ନେଇ ଖବର ପ୍ରଚାର କରିଥିଲେ।

ଏପରି କି ଏନସିବିର ଜେରା ବେଳେ ରିୟା ଡ୍ରଗ୍ସ ଚାଳାଣ କରୁଥିବା ଲୋକଙ୍କ ସହ ଜଡ଼ିତ ଥିବା କଥାକୁ ସ୍ୱୀକାର କରିଥିବା କିଛି ଟିଭି ଚ୍ୟାନେଲ ପ୍ରକାଶ କରିଥିଲେ। ହେଲେ ଆଜି ରିୟାଙ୍କୁ ଜାମିନ ଦେବା ବେଳେ ବମ୍ବେ ହାଇକୋର୍ଟ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ କୌଣସି ଡ୍ରଗ୍ସ ଡିଲରଙ୍କ ସହ ସମ୍ପର୍କରେ ନଥିଲେ। ସେହିପରି ସେ ଡ୍ରଗ୍ସ ଡିଲରର୍ସଙ୍କ ଚେନ୍‌ରେ ନଥିଲେ।

ଟାଇମ୍ସ ନାଓରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋର୍ଟ ଜାମିନ ଦେବା ବେଳେ ଲେଖିଥିବା ଅର୍ଡର କପିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ କୌଣସି ଡ୍ରଗ ଡିଲର୍ସରଙ୍କ ଚେନ୍‌ରେ ସାମିଲ ନଥିଲେ। ତେଣୁ ତାଙ୍କୁ ଜେଲରେ ରଖିବା ଠିକ ନୁହେଁ। ଏନସିବି କୋର୍ଟଙ୍କୁ କହିଥିଲା ଯେ ରିୟା ଡ୍ରଗ୍ସ ଡିଲର୍ସଙ୍କ ଠାରୁ ଏହାକୁ ସିଧାସଳଖ ଏହାକୁ କିଣୁଥିଲେ। ହେଲେ ଏନସିବି ଏହାର ପ୍ରମାଣ ଉପସ୍ଥାପନ କରିପାରି ନଥିଲା। ତେଣୁ ଏହି ଅଭିଯୋଗରେ ସତ୍ୟତା ନଥିବା କୋର୍ଟ କହିଛନ୍ତି।

ଏନସିବି ଯେଉଁ ଅଭିଯୋଗ ଓ ସନ୍ଦେହରେ ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା, ସେକଥା କୋର୍ଟରେ ପ୍ରମାଣ କରିପାରି ନାହିଁ। କୋର୍ଟ କହିଛନ୍ତି, ଆବେଦନକାରୀ ପ୍ରଥମେ ଯେତେବେଳେ ରିମାଣ୍ଡ ଶେଷ ହେବା ବେଳେ କୋର୍ଟରେ ହାଜର ହୋଇଥିଲେ ସେତେବେଳେ ତଦନ୍ତକାରୀ ସଂସ୍ଥା କୌଣସି ପ୍ରକାରର ରିମାଣ୍ଡ ମାଗି ନଥିଲା।

ଏହାର ଅର୍ଥ ତଦନ୍ତକାରୀ ସଂସ୍ଥା ଯାଞ୍ଚରେ ସନ୍ତୁଷ୍ଟ ଥିଲେ ଓ ଅଭିଯୁକ୍ତ ତାଙ୍କୁ ପୂରା ସହଯୋଗ କରିଥିଲେ। ତଦନ୍ତ ବେଳେ ଅଭିଯୁକ୍ତ କିମ୍ବା ସୁଶାନ୍ତ ସିଂହ ରାଜପୁତଙ୍କ ଘରୁ କୌଣସି ପ୍ରକାରର ଡ୍ରଗ୍ସ ମିଳିନାହିଁ। ଅଭିଯୁକ୍ତ କୌଣସି ଅପରାଧରେ ସାମିଲ ଅଛନ୍ତି କିମ୍ବା ସେ ବେଆଇନ କାରବାର କରୁଛନ୍ତି ବୋଲି ପ୍ରମାଣ ମିଳିନାହିଁ। ତେଣୁ ତାଙ୍କୁ ଜାମିନ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story