ରୁଷିଆର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୯୨ ମୃତ

ମସ୍କୋ: ରୁଷିଆର ଏକ ସାମରିକ ବିମାନ ଆଜି ବ୍ଲାକ୍‌ସିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟିରେ ମୋଟ ୯୨ ଜଣ ସବାର ହୋଇଥିଲେ। ସେମାନଙ୍କ ମଧ୍ୟରେ ୮୪ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ବିମାନ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ କେହି ଜୀବିତ ଥିବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି। ମସ୍କୋରୁ ବାହାରି ଥିବା ଏହି ବିମାନଟି ସୋଚିରେ ଇନ୍ଧନ ଭର୍ତ୍ତି କରିବା ପରେ ସିରିଆର ଲାଟାକିଆ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ପ୍ରାୟ ୨୦ […]

flight

flight

Rakesh Mallick
  • Published: Sunday, 25 December 2016
  • Updated: 04 May 2017, 03:44 PM IST

Sports

Latest News

ମସ୍କୋ: ରୁଷିଆର ଏକ ସାମରିକ ବିମାନ ଆଜି ବ୍ଲାକ୍‌ସିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟିରେ ମୋଟ ୯୨ ଜଣ ସବାର ହୋଇଥିଲେ। ସେମାନଙ୍କ ମଧ୍ୟରେ ୮୪ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ବିମାନ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ କେହି ଜୀବିତ ଥିବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି।

ମସ୍କୋରୁ ବାହାରି ଥିବା ଏହି ବିମାନଟି ସୋଚିରେ ଇନ୍ଧନ ଭର୍ତ୍ତି କରିବା ପରେ ସିରିଆର ଲାଟାକିଆ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର ପ୍ରାୟ ୨୦ ମିନିଟ୍ ପରେ ଭୋର ପ୍ରାୟ ସାଢ଼େ ୫ଟା ବେଳେ (ମୋସ୍କୋ ସମୟାନୁସାରେ) କଣ୍ଟ୍ରୋଲ୍ ଟାୱାର ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ବ୍ଲାକ୍‌ସିରୁ ବିମାନଟିର ଅବଶେଷାଂଶ ମିଳିଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ବିମାନରେ ରୁଷ ୯ ଜଣ ସାମ୍ବାଦିକ ମଧ୍ୟ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେନାର ଯବାନ ଓ କଳାକାର ଥିଲେ। ସିରିଆରେ ଅବସ୍ଥାପିତ ଋଷୀୟ ଏୟାରବେସ୍‌ରେ ବାୟୁସେନା ସହିତ ନୂଆ ବର୍ଷ ପାଳନ କରିବା ପାଇଁ ଏମାନେ ସେଠାକୁ ଯାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story