ଶିବସେନାରେ ସଲମାନଙ୍କ ବଡିଗାର୍ଡ

ମୁମ୍ୱାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଗତକାଲି ଶିବସେନାରେ ଯୋଗ ଦେଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଶେରା। ଶୁକ୍ରବାର ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି ଶେରା। ଏ ନେଇ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ୨୨ ବର୍ଷ ହେବ ସଲମାନଙ୍କ ବଡିଗାର୍ଡ ରହିଛନ୍ତି ଶେରା। ତାଙ୍କର ମୂଳନାମ ଗୁରମୀତ ସିଂହ ଜଲି। ତାଙ୍କର ମାସିକ ଦରମା ପନ୍ଦର […]

shera-shivsena-1(1)

shera-shivsena-1(1)

Subhransu Sekhar
  • Published: Saturday, 19 October 2019
  • Updated: 19 October 2019, 01:16 PM IST

ମୁମ୍ୱାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ଗତକାଲି ଶିବସେନାରେ ଯୋଗ ଦେଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଶେରା।

ଶୁକ୍ରବାର ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହୋଇଛନ୍ତି ଶେରା। ଏ ନେଇ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ୨୨ ବର୍ଷ ହେବ ସଲମାନଙ୍କ ବଡିଗାର୍ଡ ରହିଛନ୍ତି ଶେରା। ତାଙ୍କର ମୂଳନାମ ଗୁରମୀତ ସିଂହ ଜଲି। ତାଙ୍କର ମାସିକ ଦରମା ପନ୍ଦର ଲକ୍ଷ ଟଙ୍କା ହୋଇଥିବାବେଳେ ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଜଣାପଡ଼ିଛି।

ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ୨୮୮ ବିଧାନସଭା ଆସନ ପାଇଁ ୨୧ ଅକ୍ଟୋବରରେ ଭୋଟ୍ ପଡ଼ିବ। ୨୪ ଅକ୍ଚୋବରରେ ଭୋଟ୍ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story