ଅଶ୍ଲୀଳ ଭିଡ଼ିଓ ଘଟଣା: ଦଳର ପ୍ରାଥମିକ ସଦସ୍ୟତା ପଦରୁ ସନ୍ଦୀପ କୁମାର ନିଲମ୍ବିତ

ନୂଆଦିଲ୍ଲୀ: ଅଶ୍ଲୀଳ ଭିଡ଼ିଓ ପଦାକୁ ଆସିବା ପରେ  ମନ୍ତ୍ରୀ ପଦ ହରାଇଥିବା ଆମ ଆଦମୀ ପାର୍ଟିର ବିଧାୟକ ସନ୍ଦୀପ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି, “ଯେତେ ଦିନ ପର୍ଯ୍ୟନ୍ତ ସନ୍ଦୀପଙ୍କ  ବିରୋଧରେ ଚାଲିଥିବା ତଦନ୍ତ ଶେଷ ନ ହୋଇଛି  ସେ ପର୍ଯ୍ୟନ୍ତ ଦଳରୁ ନିଲମ୍ବିତ ହୋଇ ରହିବେ।” ଅଶ୍ଲୀଳ ଭିଡ଼ିଓ ସାମ୍ନାକୁ ଆସିବା ପରେ ଆପ ଆଦମୀ ପାର୍ଟିର ପ୍ରମୁଖ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ସନ୍ଦୀପଙ୍କୁ  […]

Delhi minister Sandeep Kumar received

Delhi minister Sandeep Kumar received

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 03:20 PM IST

ନୂଆଦିଲ୍ଲୀ: ଅଶ୍ଲୀଳ ଭିଡ଼ିଓ ପଦାକୁ ଆସିବା ପରେ  ମନ୍ତ୍ରୀ ପଦ ହରାଇଥିବା ଆମ ଆଦମୀ ପାର୍ଟିର ବିଧାୟକ ସନ୍ଦୀପ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି।

ଦଳ ପକ୍ଷରୁ କୁହାଯାଇଛି, “ଯେତେ ଦିନ ପର୍ଯ୍ୟନ୍ତ ସନ୍ଦୀପଙ୍କ  ବିରୋଧରେ ଚାଲିଥିବା ତଦନ୍ତ ଶେଷ ନ ହୋଇଛି  ସେ ପର୍ଯ୍ୟନ୍ତ ଦଳରୁ ନିଲମ୍ବିତ ହୋଇ ରହିବେ।”

ଅଶ୍ଲୀଳ ଭିଡ଼ିଓ ସାମ୍ନାକୁ ଆସିବା ପରେ ଆପ ଆଦମୀ ପାର୍ଟିର ପ୍ରମୁଖ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ସନ୍ଦୀପଙ୍କୁ  ମନ୍ତ୍ରୀ  ପଦରୁ ନିଲମ୍ବିତ  କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos