ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ମୁମ୍ବାଇ: ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଝା ଆଜି ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ(ଏଆଇପିସି)ର ମହାରାଷ୍ଟ୍ର ୟୁନିଟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ଶ୍ରୀ ଝା’ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି। ସେ କହିଛନ୍ତି, “ମୁଁ ଆଜି ଏଆଇପିସି ମହାରାଷ୍ଟ୍ର ୟୁନିଟ ସଭାପତି ପଦରୁ ଇସ୍ତଫା ଦେଇଛି। ମୋ ଇସ୍ତଫାପତ୍ରକୁ ଦଳର ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଛି।” I have submitted my resignation wef as President, AlPC, Maharashtra. My political outspokenness […]

w

w

Hemant Lenka
  • Published: Friday, 03 July 2020
  • Updated: 03 July 2020, 09:36 PM IST

Sports

Latest News

ମୁମ୍ବାଇ: ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଝା ଆଜି ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ(ଏଆଇପିସି)ର ମହାରାଷ୍ଟ୍ର ୟୁନିଟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ଶ୍ରୀ ଝା’ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମୁଁ ଆଜି ଏଆଇପିସି ମହାରାଷ୍ଟ୍ର ୟୁନିଟ ସଭାପତି ପଦରୁ ଇସ୍ତଫା ଦେଇଛି। ମୋ ଇସ୍ତଫାପତ୍ରକୁ ଦଳର ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଛି।”

ଏଆଇପିସିର ଅଧ୍ୟକ୍ଷ ଥିବା ଶଶି ଥରୁର ମଧ୍ୟ ଏହି ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି। ଏଥିସହ ଏଆଇପିସି ପକ୍ଷରୁ ଶ୍ରୀ ଝା କରିଥିବା ସମସ୍ତ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ନିକଟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦଳର ମୁଖପାତ୍ରା ପଦରୁ ସଞ୍ଜୟ ଝା’କୁ ହଟାଇ ଦେଇଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଶ୍ରୀ ଝା’ ଆଜି ଏଆଇପିସି ମହାରାଷ୍ଟ୍ର ୟୁନିଟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story