କଂଗ୍ରେସରେ କନ୍ଦଳ, ପିସିସି ସଭାପତିଙ୍କୁ ପରୋକ୍ଷରେ ନିକମା କହିଲେ ସଞ୍ଜୟ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ୍ ପଡ଼ିବା ପାଇଁ ହାତରେ ଆଉ ଛଅ ଦିନ ବାକି ରହିଛି। ଏହି ସମୟରେ ମହାରାଷ୍ଚ୍ରରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଏବଂ ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ସଞ୍ଜୟ ନିରୁପମ ଏବଂ ମିଲିନ୍ଦ ଦୋରାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ରବିବାର ମୁମ୍ୱାଇରେ ରାହୁଲ ଗାନ୍ଧି ଦଳ ପାଇଁ ପ୍ରଚାର କରିଥିଲେ। ହେଲେ ଏହି ସମୟରେ ମହାରାଷ୍ଟ୍ର ପିସିସି ସଭାପତି ମିଲିନ୍ଦ ଦୋରା କିମ୍ୱା ପୂର୍ବତନ ପିସିସି ସଭାପତି […]

congress

congress

Subhransu Sekhar
  • Published: Monday, 14 October 2019
  • Updated: 14 October 2019, 04:13 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ୍ ପଡ଼ିବା ପାଇଁ ହାତରେ ଆଉ ଛଅ ଦିନ ବାକି ରହିଛି। ଏହି ସମୟରେ ମହାରାଷ୍ଚ୍ରରେ କଂଗ୍ରେସ କନ୍ଦଳ ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଏବଂ ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷ ସଞ୍ଜୟ ନିରୁପମ ଏବଂ ମିଲିନ୍ଦ ଦୋରାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ରବିବାର ମୁମ୍ୱାଇରେ ରାହୁଲ ଗାନ୍ଧି ଦଳ ପାଇଁ ପ୍ରଚାର କରିଥିଲେ। ହେଲେ ଏହି ସମୟରେ ମହାରାଷ୍ଟ୍ର ପିସିସି ସଭାପତି ମିଲିନ୍ଦ ଦୋରା କିମ୍ୱା ପୂର୍ବତନ ପିସିସି ସଭାପତି ସଞ୍ଜୟ ନିରୂପମ ଉପସ୍ଥିତ ନଥିଲେ।

ଦଳରେ ଟିକଟ ବଣ୍ଟାକୁ ନେଇ ପୂର୍ବରୁ ଅସନ୍ତୋଷ ଜାହିର କରିଥିବା ସଞ୍ଜୟ ନିରୁପମ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ଟୁଇଟ କରି ସଞ୍ଜୟ ନିରୁପମ କହିଛନ୍ତି ରାହୁଲଙ୍କ ସଭାରେ ମୁଁ ଯୋଗ ଦେଇନଥିବା ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଛି ତାହା ଅମୂଳକ। ମୁଁ ରାହୁଲ ଗାନ୍ଧିଙ୍କ ସଭାରେ ଯୋଗ ଦେଇ ନପାରିବାର କାରଣ ପରିବାରରେ ଏକ ବଡ଼ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ମୋର ଉପସ୍ଥିତି ରହିବା ଅନିର୍ବାର୍ଯ୍ୟ ଥିଲା। ଏଥିପାଇଁ ମୁଁ ବିଳମ୍ୱିତ ରାତି ଯାଏ ବ୍ୟସ୍ତ ଥିଲି। ସଭାରେ ଯୋଗ ଦେଇପାରିବି ନାହିଁ ବୋଲି ପୂର୍ବରୁ ଅବଗତ କରାଇଥିଲି। ରାହୁଲ ଗାନ୍ଧି ମୋର ନେତା। ଏହାପରେ ନିରୂପମ ପିସିସି ସଭାପତି ମିଲିନ୍ଦ ଦେଓରାଙ୍କ ନାଁ ନନେଇ ପରୋକ୍ଷରେ ନିକମା କାହିଁକି ଅନୁପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଯାହାକି ନିର୍ବାଚନ ବେଳେ କଂଗ୍ରେସ ନେତୃତ୍ୱ ମଧ୍ୟରେ ଚରମ ଫାଟ ଥିବା ପରିଲିକ୍ଷିତ ହୋଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ନିକଟରେ ଅସନ୍ତୋଷ ପ୍ରକାଶ କରିଥିଲେ ସଞ୍ଜୟ ନିରୁପମ। ଦଳରେ ଆଉ ତାଙ୍କର ଆବଶ୍ୟକ ନାହିଁ ବୋଲି ସଞ୍ଜୟ କହିଥିଲେ। ଲୋକସଭା ନିର୍ବାଚନ ବେଳେ ସଞ୍ଜୟ ନିରୁପମଙ୍କୁ ପିସିସି ସଭାପତିରୁ ହଟାଯାଇ ମିଲିନ୍ଦ ଦୋରାଙ୍କୁ ପିସିସି ସଭାପତି କରାଯାଇଥିଲା। ହେଲେ ସାଧାରଣ ନିର୍ବାଚନରେ କଂଗ୍ରେସ ଛଅଟି ଲୋକସଭା ଆସନରୁ ଗୋଟିଏ ବି ଜିତି ପାରିନଥିଲା। ଏହାପରେ ସଞ୍ଜୟ ନିରୁପମ ଏବଂ ମିଲିନ୍ଦ ଦୋରାଙ୍କ ମଧ୍ୟରେ ବିବାଦ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story