ବିଜେପିରେ ମିଶିଲେ ସରବଜିତଙ୍କ ଭଉଣୀ ଦଲବୀର

ନୂଆଦିଲ୍ଲୀ: ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌର ରବିବାର ବିଜେପିରେ ସାମିଲ ହୋଇଛନ୍ତି। ୨୦୧୩ରେ ପାକିସ୍ତାନର ଲାହୋର ଜେଲ୍‌ରେ କିଛି କଏଦୀଙ୍କ ଆକ୍ରମଣରେ ସରବଜିତଙ୍କ ମୃତ୍ୟୁ ହୋଇଥିଲା। ପଞ୍ଜାବ ବିଜେପିର କୃଷକ ମୋର୍ଚ୍ଚା ମହାସଚିବ ଗୁରବିନ୍ଦର ସିଂହ କହିଛନ୍ତି,“ବିଜେପି ବିଧାୟକ ତଥା ପଞ୍ଜାବର ମନ୍ତ୍ରୀ ସୁରଜୀତ ଜ୍ଞାନୀଙ୍କ ଉପସ୍ଥିତିରେ କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଲବୀର ଦଳରେ ସାମିଲ ହୋଇଥିଲେ।” ନିଜ ଭାଇକୁ ପାକିସ୍ତାନ ଜେଲ୍‌ରୁ ମୁକୁଳାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଦଲବୀର […]

dalbir

dalbir

Rakesh Mallick
  • Published: Monday, 26 December 2016
  • Updated: 26 December 2016, 09:55 AM IST

Sports

Latest News

ନୂଆଦିଲ୍ଲୀ: ସରବଜିତ ସିଂହଙ୍କ ଭଉଣୀ ଦଲବୀର କୌର ରବିବାର ବିଜେପିରେ ସାମିଲ ହୋଇଛନ୍ତି। ୨୦୧୩ରେ ପାକିସ୍ତାନର ଲାହୋର ଜେଲ୍‌ରେ କିଛି କଏଦୀଙ୍କ ଆକ୍ରମଣରେ ସରବଜିତଙ୍କ ମୃତ୍ୟୁ ହୋଇଥିଲା।

ପଞ୍ଜାବ ବିଜେପିର କୃଷକ ମୋର୍ଚ୍ଚା ମହାସଚିବ ଗୁରବିନ୍ଦର ସିଂହ କହିଛନ୍ତି,“ବିଜେପି ବିଧାୟକ ତଥା ପଞ୍ଜାବର ମନ୍ତ୍ରୀ ସୁରଜୀତ ଜ୍ଞାନୀଙ୍କ ଉପସ୍ଥିତିରେ କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଲବୀର ଦଳରେ ସାମିଲ ହୋଇଥିଲେ।”

ନିଜ ଭାଇକୁ ପାକିସ୍ତାନ ଜେଲ୍‌ରୁ ମୁକୁଳାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଦଲବୀର କୌର ବିଜେପିର ନିକଟତର ହୋଇଥିଲେ। ୨୦୦୫ ମସିହାରୁ ସେ ବିଜେପିର ନିକଟତର ହୋଇଥିଲେ। ତେଣୁ ସେ ବିଜେପିରେ ମିଶି ପାରନ୍ତି ବୋଲି ଅନେକ ସମୟରେ ଖବର ଉଠୁଥିଲା।

୧୯୯୧ରେ ସରବଜିତଙ୍କୁ ପାକିସ୍ତାନର ଏକ କୋର୍ଟ ଆତଙ୍କବାଦୀ ତଥା ଗୁପ୍ତଚର ଭାବେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଥିଲେ। ୨୦୦୮ରେ ପାକିସ୍ତାନ ସରକାର ତାଙ୍କୁ ଫାଶି ଦେବା ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ୍ ଲଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story