SARSରୁ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ଶରୀରରେ ରହିଛି କରୋନା ପ୍ରତିଷେଧକ

ବେଜିଂ: କରୋନା ଭାଇରସର ଖଳନାୟକ କୁହାଯାଉଥିବା ଚୀନର ବୈଜ୍ଞାନିକମାନେ କହିଛନ୍ତି, ଭ୍ୟାକସିନ ବାହାରିବା ପୂର୍ବରୁ ସେମାନେ ଏକ ଔଷଧ ବାହାର କରିଛନ୍ତି। ଏହି ଔଷଧ କରୋନା ଭାଇରସ ମହାମାରୀକୁ ରୋକିବାରେ ସଫଳ ହେବ। ଚାଇନାର ପ୍ରତିଷ୍ଠିତ ପାଇକ୍‌ ବିଶ୍ୱବିଦ୍ୟାଳୟରେ ଏହି ଔଷଧ ବିକଶିତ ହୋଇଛି। ପଶୁମାନଙ୍କ ଶରୀରରେ ଏହି ଔଷଧ ସଫଳତାର ସହ ପରୀକ୍ଷା ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱବିଦ୍ୟାଳୟର ବେଜିଂ ଆଡଭାନ୍ସ ଇନୋଭେସନ୍ ସେଣ୍ଟର ଫର୍ ଜେନୋମିକ୍ସର ନିର୍ଦ୍ଦେଶକ ସନ୍ନି ଜି ଏଏଫପିକୁ କହିଛନ୍ତି, […]

coronavirus-in-asia

coronavirus-in-asia

Subhransu Sekhar
  • Published: Wednesday, 20 May 2020
  • Updated: 20 May 2020, 08:19 PM IST

Sports

Latest News

ବେଜିଂ: କରୋନା ଭାଇରସର ଖଳନାୟକ କୁହାଯାଉଥିବା ଚୀନର ବୈଜ୍ଞାନିକମାନେ କହିଛନ୍ତି, ଭ୍ୟାକସିନ ବାହାରିବା ପୂର୍ବରୁ ସେମାନେ ଏକ ଔଷଧ ବାହାର କରିଛନ୍ତି। ଏହି ଔଷଧ କରୋନା ଭାଇରସ ମହାମାରୀକୁ ରୋକିବାରେ ସଫଳ ହେବ। ଚାଇନାର ପ୍ରତିଷ୍ଠିତ ପାଇକ୍‌ ବିଶ୍ୱବିଦ୍ୟାଳୟରେ ଏହି ଔଷଧ ବିକଶିତ ହୋଇଛି। ପଶୁମାନଙ୍କ ଶରୀରରେ ଏହି ଔଷଧ ସଫଳତାର ସହ ପରୀକ୍ଷା ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ବିଶ୍ୱବିଦ୍ୟାଳୟର ବେଜିଂ ଆଡଭାନ୍ସ ଇନୋଭେସନ୍ ସେଣ୍ଟର ଫର୍ ଜେନୋମିକ୍ସର ନିର୍ଦ୍ଦେଶକ ସନ୍ନି ଜି ଏଏଫପିକୁ କହିଛନ୍ତି, ଏହି ଔଷଧ ଶରୀରରେ ପ୍ରୟୋଗ ହେବାପରେ ଅଳ୍ପ ସମୟ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବ। ପଶୁଙ୍କ ଶରୀରରେ ଏହି ଔଷଧ ପ୍ରୟୋଗ ହେବା ପରେ ସଫଳ ହୋଇଛି। ସଂକ୍ରମିତ ମୂଷାଙ୍କ ଉପରେ ଏହି ଔଷଧ ପ୍ରୟୋଗ ହେବାର ପାଞ୍ଚ ଦିନ ପରେ ଭାଇରସର ପ୍ରକୋପ କମିଥିଲା।

କରୋନା ଭାଇରସର ମୂଳ ଭାଇରସ ହେଉଛି SARS। ଏହି ଭାଇରସର ଶିକାର ହୋଇ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡ଼ି ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି। ଏବେ ସେହି ବ୍ୟକ୍ତିଙ୍କ ଶରୀରର ରକ୍ତ ଆଣି ପ୍ଲାଜମା ସାହାଯ୍ୟରେ କୋଭିଡ-19 ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ ହେଲେ କରୋନାକୁ ରୋକି ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏବେ ଏହି ପ୍ରକ୍ରିୟାରେ ଔଷଧ ବିକଶିତ ପାଇଁ ଚେଷ୍ଟା ଚାଲିଛି ଆସନ୍ତା ଶୀତ ବେଳକୁ ଏହି ଔଷଧ ବିକଶିତ କରି ହେବ ବୋଲି ସନ୍ନି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story