ସେତୁ ଭାରତମ୍‌ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେତୁ ଭାରତମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦୧୯ ସୁଦ୍ଧା ଦେଶର ସମସ୍ତ ଏନଏଚକୁ ରେଲୱେ କ୍ରସିଂମୁକ୍ତ କରିବା ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟିକୁ ମିଶାଇ ମୋଟ ୨୦୮ଟି ଓଭରବ୍ରିଜର କାମ ହେବ। ଏଥିପାଇଁ ୧୦ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାସହ ୧୫୦୦ ପୁରୁଣା […]

modi

modi

Rakesh Mallick
  • Published: Friday, 04 March 2016
  • Updated: 04 March 2016, 07:15 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେତୁ ଭାରତମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦୧୯ ସୁଦ୍ଧା ଦେଶର ସମସ୍ତ ଏନଏଚକୁ ରେଲୱେ କ୍ରସିଂମୁକ୍ତ କରିବା ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟିକୁ ମିଶାଇ ମୋଟ ୨୦୮ଟି ଓଭରବ୍ରିଜର କାମ ହେବ। ଏଥିପାଇଁ ୧୦ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାସହ ୧୫୦୦ ପୁରୁଣା ଓଭରବ୍ରିଜର ପୁନନିର୍ମାଣ କରାଯିବ। ବିଶେଷ କରି ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ବ୍ରିଜକୁ ନୂତନ ଭାବେ ତିଆରି କରାଯିବ ବୋଲି ମୋଦି ଆଜି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଗାଁର ଲୋକେ ପାୱାର ରୋଡ଼, ହାଇୱେ ଚାହୁଁଛନ୍ତି। ହାଇୱେ ସହ ଆଇ-ୱେର ଆବଶ୍ୟକତା ରହିଛି। ପୂର୍ବରୁ ସାଂସଦଙ୍କୁ ଖୁସି କରିବାକୁ ରେଲୱେ ପ୍ରକଳ୍ପ ଆରମ୍ଭ ହେଉଥିଲା। କେବଳ ତାଳି ମାରିଦେଲେ ସଫଳତା ମିଳି ଯିବ ନାହିଁ। ଏଥିପାଇଁ  ତୃଣମୂଳ ସ୍ତରରୁ କାମ କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story