ସ୍କାମଷ୍ଟାରଙ୍କ ପାଇଁ ’ବୁରା ଦିନ’:ପ୍ରଧାନମନ୍ତ୍ରୀ

ମଥୁରା:କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ମଥୁରାରେ ରାଲି କରିଛନ୍ତି। ବର୍ଷକର ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ନେଇ ଦଳ ପକ୍ଷରୁ ଦେଶବ୍ୟାପୀ ୨ଶହ ରାଲି କରାଯିବ। ଏହା ଅନ୍ତର୍ଗତ ମୋଦି ଆଜି ପ୍ରଥମ ରାଲି କରିଛନ୍ତି। ଏହି ଅବସରରେ ଗତ ବର୍ଷକରେ ତାଙ୍କ ସରକାର ହସାଲ କରିଥିବା ସଫଲତା ସଂପର୍କରେ ସେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଦେଶରେ ଯେଉଁମାନେ ବିଭିନ୍ନ […]

narendramodi

narendramodi

Rakesh Mallick
  • Published: Monday, 25 May 2015
  • Updated: 25 May 2015, 02:00 PM IST

Sports

Latest News

ମଥୁରା:କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ମଥୁରାରେ ରାଲି କରିଛନ୍ତି। ବର୍ଷକର ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ନେଇ ଦଳ ପକ୍ଷରୁ ଦେଶବ୍ୟାପୀ ୨ଶହ ରାଲି କରାଯିବ। ଏହା ଅନ୍ତର୍ଗତ ମୋଦି ଆଜି ପ୍ରଥମ ରାଲି କରିଛନ୍ତି। ଏହି ଅବସରରେ ଗତ ବର୍ଷକରେ ତାଙ୍କ ସରକାର ହସାଲ କରିଥିବା ସଫଲତା ସଂପର୍କରେ ସେ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଦେଶରେ ଯେଉଁମାନେ ବିଭିନ୍ନ ସ୍କାମ୍ କରିଛନ୍ତି ସେମାନଙ୍କ ପାଇଁ ’ବୁରାଦିନ’ଆସିଛି। ବିଗତ ୧୫ ବର୍ଷ କଂଗ୍ରେସଶାସନ ବେଳେ ଯେତେ ବି ସ୍କାମ ହୋଇଛି ତାହାକୁ ତଦନ୍ତ କରାଯିବ। ବିଭିନ୍ନ ସ୍କାମରେ ସମ୍ପୃକ୍ତଥିବା ବ୍ୟକ୍ତିମାନେ ବୁରାଦିନ ଦେଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଆରମ୍ଭ କରି କୃଷକ ମାନଙ୍କ ପାଇଁ କେନ୍ଦ୍ର କରିଥିବା ବିଭିନ୍ନ ଯୋଜନା ସଂପର୍କରେ ମୋଦି କହିଥିଲେ। ତାଙ୍କ ଯୋଗୁଁ ଦେଶରେ ପରିବର୍ତ୍ତନ ଆସିନାହିଁ ବୋଲି ମୋଦି କହିଛନ୍ତି। ଏହା ଲୋକଙ୍କ ଯୋଗୁଁ ସମ୍ଭବ ହୋଇଥିବା ସେ ମତ ଦୋଇଛନ୍ତି। ତେବେ ଏହି ଅବସରରେ ସେ ପୂର୍ବର ୟୁପିଏ ସରକାରକୁ ଜୋରଦାର ସମାଲୋଚନା କରିଛନ୍ତି। ୟୁପିଏ କ୍ଷମତାତେ ଥିଲେ ଦେଶର ଦୁର୍ଦ୍ଦଶା ବଦଳିଥାଆନ୍ତା କି ବୋଲି ଏହି ଅବସରରେ ପ୍ରଶ୍ନ କରିଥିଲେ। ଯେଉଁମାନେ ଦେଶକୁ ଲୁଟୁ ଥିଲେ ସେମାନଙ୍କ ସମୟ ଆଉ ନାହିଁ ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story