ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସେଲଫ ଆଇସୋଲେସନରେ ରହିଛନ୍ତି। ଟ୍ୱିଟ କରି ସେ ଏହି ସୂଚନା ଦେଇ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସେଲଫ ଆଇସୋଲେସନକୁ ଚାଲି ଯିବାକୁ କହିଛନ୍ତି। ପଟେଲ ଟ୍ୱିଟ କରି କହିଛନ୍ତି, ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ତୁରନ୍ତ ନିଜକୁ ସେଲଫ ଆଇସୋଲେସନ […]

a

a

Hemant Lenka
  • Published: Thursday, 01 October 2020
  • Updated: 01 October 2020, 05:47 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସେଲଫ ଆଇସୋଲେସନରେ ରହିଛନ୍ତି। ଟ୍ୱିଟ କରି ସେ ଏହି ସୂଚନା ଦେଇ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସେଲଫ ଆଇସୋଲେସନକୁ ଚାଲି ଯିବାକୁ କହିଛନ୍ତି।

ପଟେଲ ଟ୍ୱିଟ କରି କହିଛନ୍ତି, ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ତୁରନ୍ତ ନିଜକୁ ସେଲଫ ଆଇସୋଲେସନ କରିନିଅନ୍ତୁ।

ଏହାପୂର୍ବରୁ କଂଗ୍ରେସ ଭେଟରାନ ଅଭିଷେକ ମନୁସଙ୍ଘଭୀ ଓ ତୁରଣ ଗୋଗୋଇଙ୍କ ଭଳି ନେତା କରୋନାରେ ଆକ୍ରାନ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story