"ମୋଦିଙ୍କ ମନ୍ତ୍ରୀମାନେ ହେଉଛନ୍ତି ରବର ଷ୍ଟାମ୍ପ"

ମୁମ୍ବାଇ: ସର୍ବଦା ଭାବିଚିନ୍ତି ଓ ସମତୁଲ ବୟାନ ଦେଉଥିବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ଏକ ତାଚ୍ଛଲ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ବିଜେପିରେ ନିଜକୁ ଶକ୍ତିଶାଳୀ ଓ ବଡ଼ ନେତା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଏଭଳି କଥା କେବେ ହେଲେ କେହି ସାଧାରଣରେ କୁହନ୍ତି ନାହିଁ। ସବୁ କାର୍ଯ୍ୟ ପିଏମ୍‌ଓ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ କେବଳ ରବର ଷ୍ଟାମ୍ପ ଭାବେ କାର୍ଯ୍ୟ କରନ୍ତି। ମହାରାଷ୍ଟ୍ରର […]

s

s

Hemant Lenka
  • Published: Tuesday, 23 October 2018
  • Updated: 23 October 2018, 10:01 PM IST

Sports

Latest News

ମୁମ୍ବାଇ: ସର୍ବଦା ଭାବିଚିନ୍ତି ଓ ସମତୁଲ ବୟାନ ଦେଉଥିବା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ଏକ ତାଚ୍ଛଲ୍ୟପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ବିଜେପିରେ ନିଜକୁ ଶକ୍ତିଶାଳୀ ଓ ବଡ଼ ନେତା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଏଭଳି କଥା କେବେ ହେଲେ କେହି ସାଧାରଣରେ କୁହନ୍ତି ନାହିଁ। ସବୁ କାର୍ଯ୍ୟ ପିଏମ୍‌ଓ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ କେବଳ ରବର ଷ୍ଟାମ୍ପ ଭାବେ କାର୍ଯ୍ୟ କରନ୍ତି।

ମହାରାଷ୍ଟ୍ରର ରାଜଧାନୀରେ ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ 'ମୁମ୍ବାଇ ମନ୍ଥନ' କାର୍ଯ୍ୟକ୍ରମରେ ଯୋଗଦେଇ ଶରଦ ଏକଥା କହିଛନ୍ତି।

ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି, ‘‍‘ ଏକ ଦଳକୁ ନେତୃତ୍ୱ ନେଉଥିବା ବ୍ୟକ୍ତି ଟିମ୍‌ରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ସ୍ୱାଧୀନତା ଦେବା ଦରକାର। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପିଏମ୍‌ଓ ଅନ୍ୟ ମନ୍ତ୍ରୀମାନଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ। ପିଏମ୍‌ଓରେ ହିଁ ସବୁ ନିଷ୍ପତ୍ତି ନିଆଯାଉଛି। ଫାଇଲ୍‌କୁ କେବଳ ଫର୍ମାଲିଟି ଦୃଷ୍ଟିରୁ ଅନ୍ୟ ମନ୍ତ୍ରୀମାନଙ୍କ ପାଖକୁ ପଠାଯାଉଛି।”

ସେ ସିଧାସଳଖ ମୋଦିଙ୍କୁ ଟାଗେର୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କେବେ ହେଲେ ଲୋକଙ୍କ କଥା ଶୁଣନ୍ତି ନାହିଁ। ସେ ସର୍ବଦା ନିଜ ମନର କଥା କୁହନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'।

ଏବେକାର ସରକାର ଦୁଇ ଜଣଙ୍କ ଦ୍ୱାରା ପରିଚାଳିତ; ଜଣେ ହେଉଛନ୍ତି ନରେନ୍ଦ୍ର ମୋଦି ଓ ଅନ୍ୟ ଜଣେ ବିଜେପି ସଭାପତି ଅମିତ ଶାହ ବୋଲି ଶରଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story