ଶଶିକଳା ଏଆଇଏଡିଏମ୍‌କେର ନୂଆ ମୁଖ୍ୟ

ଚେନ୍ନାଇ: ଶେଷରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ତେଇଶ ଦିନ ପରେ ତାଙ୍କ ଘନିଷ୍ଠ ବାନ୍ଧବୀ ଭି.କେ ଶଶିକଳା ହୋଇଛନ୍ତି ଏଆଇଏଡିଏମ୍‌କେର ନୂଆ ମୁଖ୍ୟ। ଏନେଇ ଆଜି ଦଳର ସାଧାରଣ ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଜାନୁଆରୀ ୨ ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଶଶିକଳାଙ୍କୁ ଏଆଇଏଡିଏମ୍‌କେର ମୁଖ୍ୟ କରିବା ପାଇଁ ଆଜି ଦଳର ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ […]

sasikala

sasikala

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 11:45 AM IST

Sports

Latest News

sasikala

ଚେନ୍ନାଇ: ଶେଷରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ତେଇଶ ଦିନ ପରେ ତାଙ୍କ ଘନିଷ୍ଠ ବାନ୍ଧବୀ ଭି.କେ ଶଶିକଳା ହୋଇଛନ୍ତି ଏଆଇଏଡିଏମ୍‌କେର ନୂଆ ମୁଖ୍ୟ। ଏନେଇ ଆଜି ଦଳର ସାଧାରଣ ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଜାନୁଆରୀ ୨ ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଶଶିକଳାଙ୍କୁ ଏଆଇଏଡିଏମ୍‌କେର ମୁଖ୍ୟ କରିବା ପାଇଁ ଆଜି ଦଳର ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭାମ୍‌ ଏବଂ ଲୋକସଭାର ଉପ-ବାଚସ୍ପତି ଏମ୍. ଥାମ୍ବିଦୁରାଇଙ୍କ ସମେତ ସାଧାରଣ ପରିଷଦର ୨୩ ଜଣ ସଦସ୍ୟ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ସାଧାରଣ ପରିଷଦର ୨୦୦୦ରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ।

ଜୟଲଳିତାଙ୍କୁ ‘ଭାରତରତ୍ନ’ ପ୍ରଦାନ କରିବାକୁ ଦଳର ସାଧାରଣ ପରିଷଦ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଏହା ସହିତ ସଂସଦ ପରିସରରେ ଜୟଲଳିତାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି କରିଛି ପରିଷଦ।

ଜୟଲଳିତାଙ୍କ ଜନ୍ମଦିନକୁ ‘ଜାତୀୟ କୃଷକ ଦିବସ’ ଭାବେ ପାଳନ କରିବାକୁ ଆସିଥିବା ପ୍ରସ୍ତାବକୁ ମଧ୍ୟ ଦଳର ସାଧାରଣ ପରିଷଦ ଅନୁମୋଦନ ଦେଇଛି।

 ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖରେ ଜୟଲଳିତାଙ୍କ ପରଲୋକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story