ଶିବସେନା ସାଂସଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ମୁମ୍ୱାଇ: ଶିବସେନାର ପାଲଘର ସାଂସଦ ରାଜେନ୍ଦ୍ର ଗାଓ୍ୱିତଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନପ୍ରତି ମଧ୍ୟ ବିପଦ ରହିଛି। ଏବେ ସେ ମୁମ୍ୱାଇର ମୀରା ରୋଡ ପାଖରେ ଥିବା ଏକ ଥାନାରେ ସାଂସଦଙ୍କ ନାମରେ ଅଭିଯୋଗ କରିଛନ୍ତି। ପୀଡ଼ିତା ଜଣଙ୍କ କହିଛନ୍ତି ୨୦୦୪ରେ ରାଜେନ୍ଦ୍ରଙ୍କର ଏକ ଗ୍ୟାସ ଏଜେନ୍ସିରେ କାମ କରୁଥିଲେ। ଏଜେନ୍ସିରେ କାମ କରିବା ବେଳେ ରାଜେନ୍ଦ୍ର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପ୍ରୟାସ କରିଥିଲେ। […]

SHIV-SENA-MP

SHIV-SENA-MP

Subhransu Sekhar
  • Published: Saturday, 12 December 2020
  • Updated: 12 December 2020, 09:11 PM IST

Sports

Latest News

ମୁମ୍ୱାଇ: ଶିବସେନାର ପାଲଘର ସାଂସଦ ରାଜେନ୍ଦ୍ର ଗାଓ୍ୱିତଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ଜୀବନପ୍ରତି ମଧ୍ୟ ବିପଦ ରହିଛି। ଏବେ ସେ ମୁମ୍ୱାଇର ମୀରା ରୋଡ ପାଖରେ ଥିବା ଏକ ଥାନାରେ ସାଂସଦଙ୍କ ନାମରେ ଅଭିଯୋଗ କରିଛନ୍ତି।

ପୀଡ଼ିତା ଜଣଙ୍କ କହିଛନ୍ତି ୨୦୦୪ରେ ରାଜେନ୍ଦ୍ରଙ୍କର ଏକ ଗ୍ୟାସ ଏଜେନ୍ସିରେ କାମ କରୁଥିଲେ। ଏଜେନ୍ସିରେ କାମ କରିବା ବେଳେ ରାଜେନ୍ଦ୍ର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପ୍ରୟାସ କରିଥିଲେ। ଏନେଇ ୨୦୧୫ରେ ସେ ଏତଲା ଦାୟର କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ହେଲେ ପେଟ ପାଟଣା ପାଇଁ ସେ ଚାକିରି ନଛାଡି କାମ କରୁଥିଲେ।

ଏବେ ଲକଡାଉନ୍ ବେଳେ ଗୋଟିଏ ବୈଠକରେ ସାଂସଦ ରାଜେନ୍ଦ୍ର ତାଙ୍କ ସହିତ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏମିତିକି ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ପାଇଁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି। ଶାସକ ଦଳର ସାଂସଦଙ୍କ ବିରୋଧରେ ଏତଲା ଦେଲେ ନ୍ୟାୟ ମିଳିବ କି ନାହିଁ ସନ୍ଦେହ କରି ବିଳମ୍ୱରେ ଏଫଆଇଆର ଦେଇଛନ୍ତି। ବଡ଼ ପୁଲିସ ଅଧିକାରୀଙ୍କୁ ସେ ଅବଗତ କରାଇଥିଲେ ମଧ୍ୟ କେହି କିଛି କହୁନଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଅଭିଯୋଗ ଭିତ୍ତିହୀନ ଓ ରାଜନୀତିକ ଉଦ୍ଦେଶ୍ୟ ରଖି ଫଶାଇବାକୁ ଚେଷ୍ଟା କରାଯାଉଛି ବୋସି ସାଂସଦ କହିଛନ୍ତି। ଗ୍ୟାସ ଏଜେନ୍ସିରେ କାମ କରିବା ବେଳେ ଠକେଇ ଅଭିଯୋଗରେ ତିନି ଜଣ ଜେଲ୍ ଯାଇଥିଲେ। ସେଥିମଧ୍ୟରେ ପୀଡ଼ିତା ଏବଂ ଦୁଇ ଜଣ କର୍ମଚାରୀ ଥିଲେ। ଏବେ ଜାମିନରେ ଆସିବା ପରେ ପ୍ରତିଶୋଧ ପରାୟଣ ହୋଇ ମହିଳା ଜଣଙ୍କ ଏଭଳି ଅଭିଯୋଗ କରିଛନ୍ତି ବୋଲି ସାଂସଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story