ସୋଶାଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଲେ ୫ ବର୍ଷ ଜେଲ୍ ସହିତ ଜୋରିମାନା

ଥିରୁଅନନ୍ତପୁରମ: ସୋଶାଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଲେ, କାହାକୁ ଅପମାନ ଜନକ ମନ୍ତବ୍ୟ ଦେଲେ କିମ୍ୱା ଧମକ ଦେଲେ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ କେରଳ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। କେରଳ ସରକାରଙ୍କ ଏଭଳି ଅଧ୍ୟାଦେଶକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍। ଏଲଡିଏଫ୍ ସରକାର ଆଣିଥିବା ଅଧ୍ୟାଦେଶ ଅନୁଯାୟୀ ଦୋଷୀ ବିରୋଧରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ନହେଲେ ୧୦ ହଜାର ଟଙ୍କା ଜୋରିମାନା […]

social_media

social_media

Subhransu Sekhar
  • Published: Sunday, 22 November 2020
  • Updated: 22 November 2020, 05:27 PM IST

ଥିରୁଅନନ୍ତପୁରମ: ସୋଶାଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଲେ, କାହାକୁ ଅପମାନ ଜନକ ମନ୍ତବ୍ୟ ଦେଲେ କିମ୍ୱା ଧମକ ଦେଲେ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ କେରଳ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। କେରଳ ସରକାରଙ୍କ ଏଭଳି ଅଧ୍ୟାଦେଶକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍।

ଏଲଡିଏଫ୍ ସରକାର ଆଣିଥିବା ଅଧ୍ୟାଦେଶ ଅନୁଯାୟୀ ଦୋଷୀ ବିରୋଧରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ନହେଲେ ୧୦ ହଜାର ଟଙ୍କା ଜୋରିମାନା ରହିଛି। ଯଦି ମାମଲା ସାଂଘାତିକ ହୋଇଥିବ ତାହେଲେ ଜୋରିମାନା ସହିତ ଜେଲଦଣ୍ଡାଦେଶ ରହିଛି।

କେରଳ ରାଜ୍ୟପାଳ ଆତିଫ୍ ମହମ୍ମଦ ଖାନ୍ ମଧ୍ୟ ଅଧ୍ୟାଦେଶକୁ କେରଳ ପୁଲିସ ଆକ୍ଟ ଆଧାରରେ ଅନୁମୋଦନ ଦେଇଛନ୍ତି। କଂଗ୍ରେସ ନେତା ଚିଦାମ୍ୱରମ ଏହି ଆଇନକୁ ବିରୋଧ କରିଛନ୍ତି। ସିପିଆଇ-ଏମ୍ ନେତା ସୀତାରନା ୟେଚୁରୀ କିଭଳି ଏହାକୁ ସମର୍ଥନ କଲେ ବୋଲି କହି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସେହିପରି ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲାଙ୍କ ବିରୋଧରେ ୨୦୧୫ ମସିହା ବାର୍ ସ୍କାମ୍ ମାମଲାରେ ତଦନ୍ତକାରୀ ସଂସ୍ଥା ଚାରିଥର କ୍ଲୋଜର ରିପୋର୍ଟ ଦାଖଲ କରିଥିବା ମଧ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story