ଭାରତର ‘କୋଲ୍ଡ ଷ୍ଟାର୍ଟ ଡକ୍‌ଟ୍ରିନ୍‌’କୁ ନେଇ ପାକିସ୍ତାନ ଛାନିଆ: କହିଲା ଆମ ପାଖରେ ଅଛି ସ୍ୱଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ର

ନ୍ୟୁୟର୍କ: ଯୁଦ୍ଧକଳା ‘କୋଲ୍ଡ ଷ୍ଟାର୍ଟ ଡକ୍‌ଟ୍ରିନ୍‌’ ବନାଇଛି ଭାରତ। ଯାହା ଶତ୍ରୁ ପକ୍ଷକୁ ୪୮ ଘଣ୍ଟାରେ ବିଶ୍ୱ ମାନଚିତ୍ରରୁ ଗାଏବ କରିଦେବ। ଭାରତର ଏପରି ଯୁଦ୍ଧକଳାକୁ ନେଇ ସବୁଠୁ ବେଶି ଛାନିଆ ହୋଇଯାଇଛି ପାକିସ୍ତାନ। ଯାହା ନ୍ୟୁୟର୍କରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସହିଦ ଖାକାନ ଅବାସୀଙ୍କ ବୟାନରୁ ଜଣାପଡୁଛି। ଭାରତର ନାଁ ନ ନେଇ ପରୋକ୍ଷରେ ଚେତାବନୀ ଦେବାକୁ ଚେଷ୍ଟା କରିଛନ୍ତି ଆବାସୀ। ପାକିସ୍ତାନ ପାଖରେ ସ୍ୱଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ର ଅଛି,ଏହା ଶତ୍ରୁପକ୍ଷକୁ କାଉଣ୍ଟର କରିପାରିବ ବୋଲି […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 12:15 PM IST

Sports

Latest News

ନ୍ୟୁୟର୍କ: ଯୁଦ୍ଧକଳା ‘କୋଲ୍ଡ ଷ୍ଟାର୍ଟ ଡକ୍‌ଟ୍ରିନ୍‌’ ବନାଇଛି ଭାରତ। ଯାହା ଶତ୍ରୁ ପକ୍ଷକୁ ୪୮ ଘଣ୍ଟାରେ ବିଶ୍ୱ ମାନଚିତ୍ରରୁ ଗାଏବ କରିଦେବ। ଭାରତର ଏପରି ଯୁଦ୍ଧକଳାକୁ ନେଇ ସବୁଠୁ ବେଶି ଛାନିଆ ହୋଇଯାଇଛି ପାକିସ୍ତାନ। ଯାହା ନ୍ୟୁୟର୍କରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସହିଦ ଖାକାନ ଅବାସୀଙ୍କ ବୟାନରୁ ଜଣାପଡୁଛି। ଭାରତର ନାଁ ନ ନେଇ ପରୋକ୍ଷରେ ଚେତାବନୀ ଦେବାକୁ ଚେଷ୍ଟା କରିଛନ୍ତି ଆବାସୀ। ପାକିସ୍ତାନ ପାଖରେ ସ୍ୱଳ୍ପ ଦୂରଗାମୀ ପରମାଣୁ ଅସ୍ତ୍ର ଅଛି,ଏହା ଶତ୍ରୁପକ୍ଷକୁ କାଉଣ୍ଟର କରିପାରିବ ବୋଲି ସେ କହିଛନ୍ତି।

ୟୁଏନ୍‌ ମହାସଭାରେ ଯୋଗ ଦେବାକୁ ନ୍ୟୁୟର୍କ ଗସ୍ତରେ ଥିବା ଅବାସୀ ଏପରି ବିବୃତି ଦେବା ସହ ପାକିସ୍ତାରର ପରମାଣୁ ଅସ୍ତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି।

କ’ଣ ଏହି ‘କୋଲ୍ଡ ଷ୍ଟାର୍ଟ ଡକ୍‌ଟ୍ରିନ୍‌’

ଭାରତୀୟ ସେନା ବିକଶିତ କରିଥିବା ଏହି ‘କୋଲ୍ଡ ଷ୍ଟାର୍ଟ ଡକ୍‌ଟ୍ରିନ୍‌’ ଯୁଦ୍ଧକଳାରେ ଶତ୍ରୁ ପକ୍ଷକୁ ମାତ୍ର ୪୮ ଘଣ୍ଟାରେ ଧ୍ୱଂସ କରିହେବ। ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତ ଏହି ଯୁଦ୍ଧକଳା ଏକା ସାଙ୍ଗରେ ପଞ୍ଜାବ ଓ ରାଜସ୍ଥାନରେ କାର୍ଯ୍ୟକାରୀ କରିବ। ଏହାର ଉଦ୍ଦେଶ୍ୟ ହେଲା ପାକିସ୍ତାନର ପରମାଣୁ ଆକ୍ରମଣକୁ ପ୍ରତିହିତ କରିବା।

‘କୋଲ୍ଡ ଷ୍ଟାର୍ଟ ଡକ୍‌ଟ୍ରିନ୍‌’ ଜରିଆରେ ପରାମାଣୁ ଆକ୍ରମଣ କରିବାକୁ ପାକିସ୍ତାନକୁ ସୁଯୋଗ ଦିଆଯିବ ନାହିଁ। ଯୋଜନା ମୁତାବକ ଜୋରଦାର ଆକ୍ରମଣ କରାଯିବା ସହ ଯେତେ ଶୀଘ୍ର ସମ୍ଭବ ପାକିସ୍ତାନ ମଧ୍ୟକୁ ସେନା ଓ ଯୁଦ୍ଧାସ୍ତ୍ର ପ୍ରବେଶ କରାଯାଇ ଯୁଦ୍ଧ ଶେଷ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story