ଶିବୁ ସୋରେନଙ୍କ ସମୁଦି ଗିରଫ

ଭୁବନେଶ୍ୱର:ସିବିଆଇର ରାଞ୍ଚି ଟିମ୍ ହାତରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସମୁଦି ବଦ୍ ନାରାୟଣ ମାଝି। ଭୁବନେଶ୍ୱର ଲୁଇସ ରୋଡ ଅଞ୍ଚଳରୁ ସିବିଆଇଟିମ୍ ତାଙ୍କୁ ଆଜି ଗିରଫ କରିଛି। ଘୋଡା ବେପାର ଲିଙ୍କ ଅଭିଯୋଗରେ ସେ ଗିରଫ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ପରେ ବଦ୍ ନାରାୟଣଙ୍କୁ ଭୁବନେଶ୍ୱର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ବଦ୍ ନାରାୟଣଙ୍କୁ ତିନିଦିନ ଟ୍ରାନଜିଟ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟ ଅନୁମତି […]

vlcsnap-

vlcsnap-

Rakesh Mallick
  • Published: Monday, 08 June 2015
  • Updated: 08 June 2015, 11:59 AM IST

Sports

Latest News

ଭୁବନେଶ୍ୱର:ସିବିଆଇର ରାଞ୍ଚି ଟିମ୍ ହାତରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସମୁଦି ବଦ୍ ନାରାୟଣ ମାଝି। ଭୁବନେଶ୍ୱର ଲୁଇସ ରୋଡ ଅଞ୍ଚଳରୁ ସିବିଆଇଟିମ୍ ତାଙ୍କୁ ଆଜି ଗିରଫ କରିଛି। ଘୋଡା ବେପାର ଲିଙ୍କ ଅଭିଯୋଗରେ ସେ ଗିରଫ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ପରେ ବଦ୍ ନାରାୟଣଙ୍କୁ ଭୁବନେଶ୍ୱର ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ବଦ୍ ନାରାୟଣଙ୍କୁ ତିନିଦିନ ଟ୍ରାନଜିଟ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story