ମନମୋହନ ମଡେଲ ପାଇଁ ଯୁକ୍ତି ବାଢ଼ିଲେ ସୀତାରମଣଙ୍କ ସ୍ୱାମୀ

ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥା କଣ ରହିଛି? ଏଯାଏ କେନ୍ଦ୍ର ସରକାର ପକ୍ଷରୁ ସଠିକ ସୂଚନା ମିଳି ପାରିନାହିଁ। ଫିଲ୍ମ ଭଲ ବ୍ୟବସାୟ କରୁଛି ମାନେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ଅଛି ବୋଲି ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ହେଲେ ଗଣମାଧ୍ୟମ ଏବଂ ଅର୍ଥବିଶାରଦ ଯେତେବଳେ ଗୋଡ଼େଇ ତୋଡ଼େଇ ବିଜେପି ନେତାଙ୍କୁ ଏ ନେଇ ପ୍ରଶ୍ନ କରେ ସେତେବେଳେ ବିଜେପି ନେତାଙ୍କ ପାଖରୁ ସଠିକ ଉତ୍ତର ମିଳିନଥାଏ। ଏବେ କିନ୍ତୁ ଖୋଦ୍ […]

sitaraman prabhakar

sitaraman prabhakar

Subhransu Sekhar
  • Published: Monday, 14 October 2019
  • Updated: 14 October 2019, 05:30 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥା କଣ ରହିଛି? ଏଯାଏ କେନ୍ଦ୍ର ସରକାର ପକ୍ଷରୁ ସଠିକ ସୂଚନା ମିଳି ପାରିନାହିଁ। ଫିଲ୍ମ ଭଲ ବ୍ୟବସାୟ କରୁଛି ମାନେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ଅଛି ବୋଲି ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ହେଲେ ଗଣମାଧ୍ୟମ ଏବଂ ଅର୍ଥବିଶାରଦ ଯେତେବଳେ ଗୋଡ଼େଇ ତୋଡ଼େଇ ବିଜେପି ନେତାଙ୍କୁ ଏ ନେଇ ପ୍ରଶ୍ନ କରେ ସେତେବେଳେ ବିଜେପି ନେତାଙ୍କ ପାଖରୁ ସଠିକ ଉତ୍ତର ମିଳିନଥାଏ। ଏବେ କିନ୍ତୁ ଖୋଦ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥବିଶାରଦ ପରକଳା ପ୍ରଭାକାର ଏକ ଆଲେଖ୍ୟ ଲେଖି ଦେଶର ଆର୍ଥିକ ସ୍ଥିତିର ଚିତ୍ର ସାମ୍ନାକୁ ଆଣିଛନ୍ତି।

ମୋଦି ସରକାର ନେହେରୁଙ୍କ ନୀତି ବାବଦରେ ଆଲୋଚନା କରିବା ପରିବର୍ତ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପିଭି ନରସିମହା ରାଓଙ୍କ ଆର୍ଥିକ ମଡେଲରୁ ଶିକ୍ଷା ଲାଭ କରିବା ଦରକାର। ଯଦି ଏବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଚେଷ୍ଚା ନ କରିବେ ତାହାଲେ ଦେଶର ଅବସ୍ଥା ଆହୁରି ଖରାପ ହେବ ବୋଲି ସୀତାରମଣଙ୍କ ସ୍ୱାମୀ ଚେତାଇଛନ୍ତି।

ପ୍ରଭାକର କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ନେଇ ମୋଦି ସରକାର ପାଖରେ କୌଣସି ରୋଡ୍ ମ୍ୟାପ ନାହିଁ। ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ଦୀର୍ଘ ବର୍ଷ ହେବ ବିଜେପି ସରକାର ଅଣଦେଖା କରିଆସୁଛି। ଜନସଂଘ ପ୍ରତିଷ୍ଠା ହେବା ଠାରୁ ବିଜେପି ନେହେରୁ ସରକାରଙ୍କ ବାବଦରେ ଆଲୋଚନା କରୁଛି। ବିଜେପି କେବଳ ନେହରୁଙ୍କ ଆର୍ଥିକ ନୀତିକୁ ହିଁ ସମାଲୋଚନା କରୁଛି। ହେଲେ ବିଜେପି ନିଜର ଆର୍ଥିକ ନୀତି ଉପରେ କେବେ ବିଚାର କରୁନାହିଁ ବୋଲି ପ୍ରଭାକର କହିଛନ୍ତି।

ଏହି ଅବସରରେ ୧୯୯୮-୨୦୦୪ରେ ମଧ୍ୟରେ ଥିବା ଅଟଳ ବିହାରୀ ବାଜପେୟୀ ସରକାରଙ୍କୁ ମଧ୍ୟ ପ୍ରଭାକର ସମାଲୋଚନା କରିଛନ୍ତି। ସେତେବେଳେ ମଧ୍ୟ ବାଜପେୟୀ ସରକାର ଦେଶର ଆର୍ଥିକ ସ୍ଥିତିକୁ ନେଇ କୌଣସି ବଡ଼ ପଦକ୍ଷେପ ନେଇନନଥିଲେ। ଏଥିପାଇଁ ବାଜପେୟୀ ସରକାରଙ୍କୁ ବାଏ ବାଏ କହିଥିଲେ ଦେଶବାସୀ। ବର୍ତ୍ତମାନର ବିଜେପି ସରକାରକୁ ମଧ୍ୟ ଭଲ ଭାବରେ ଜଣା ସେତେବେଳେ କାହିଁକି ବାଜପେୟୀ ସରକାରକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିପାଇଁ ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଦେଶ ସୁରକ୍ଷା, ଦେଶପ୍ରେମକୁ ଆଗରେ ରଖି ଦେଶର ଅର୍ଥବ୍ୟବସ୍ଥା ବାବଦରେ ନିରବ ରହିଥିଲା ବୋଲି ପ୍ରଭାକର କହିଛନ୍ତି।

ଏହାପରେ ୧୯୯୧ ମସିହାରେ ନରସିମହା ରାଓ ଏବଂ ୨୦୦୪ରେ ମନମୋହନ ସିଂହ ସରକାର ଦେଶର ଆର୍ଥିକନୀତିକୁ ନେଇ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଖାଲି ସେ ନୁହେଁ ଅନେକ ରାଜନୀତିକ ବ୍ୟକ୍ତି ଓ ଅର୍ଥବିଶାରଦ ମଧ୍ୟ ପ୍ରଶଂସା କରିଛନ୍ତି। ଚଳିତ ବିଜେପି ସରକାର ଯଦି ଏହି ଦୁଇ ସରକାରର ନୀତିକୁ ଆପଣାଇଥାନ୍ତା ତାହେଲେ ସଫଳ ପାଇପାରିଥାନ୍ତା ବୋଲି ସେ କହିଛନ୍ତି। ଏହା ମୋଦି ସରକାରର ଏକ ଉପଲବ୍ଧି ହୋଇଥାନ୍ତା ବୋଲି ପ୍ରଭାକର କହିଛନ୍ତି।

ପ୍ରଭାକର ଆନ୍ଧ୍ରପ୍ରଦେଶ ସରକାରର ପରାମର୍ଶଦାତା ଥିଲେ। ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସର ପାଠ ପଢ଼ିଛନ୍ତି। ଜେଏନୟୁରେ ପାଠ ପଢ଼ିବା ବେଳେ ନିର୍ମଳାଙ୍କ ସହ ପ୍ରଭାକରଙ୍କର ଭେଟ ହୋଇଥିଲା। ଏହାପରେ ୧୯୮୬ରେ ଦୁଇ ଜଣ ବିବାହ କରିଥିଲେ। ପ୍ରଭାକରଙ୍କର ପରିବାର ନରସିମହା ରାଓଙ୍କ ପରିବାର ସହିତ ଘନିଷ୍ଠ ବୋଲି ଜାଣିବାକୁ ମିଳିଛି। ପ୍ରଭାକର କଂଗ୍ରେସ ସରକାରର ଅନେକ ନୀତିକୁ ସମର୍ଥନ କରୁଥିବାବେଳେ ସୀତାରମଣ ବିଜେପି ସରକାରରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story