ମନ୍ଦିର କାନ୍ଥ ଭୁଶୁଡ଼ି ୫ ଶିଶୁଙ୍କ ସମେତ ୬ ଗୁରୁତର

ମୁଜାଫରନଗର: ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ୫ ଜଣ ଶିଶୁଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ରବିବାର ସନ୍ଧ୍ୟାରେ ମୁଜାଫରନଗର ଜିଲ୍ଲାର ମିରାନପୁର ସହରରେ ଏହି ଅଘଟଣ ଘଟିଛି।  ଏନେଇ ପୁଲିସ ସୂଚନା ଦେଇଛି। ପିଲାମାନେ ମନ୍ଦିର ପାଖ ଦେଇ ଯାଉଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ  ଲଗାତାର ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ବହୁ ପୁରୁଣା କୋଠା ଦୁର୍ବଳ ଥିବାରୁ ଭୁଶୁଡ଼ି […]

temple

temple

Tapas Behera
  • Published: Monday, 20 September 2021
  • Updated: 20 September 2021, 04:02 PM IST

Sports

Latest News

ମୁଜାଫରନଗର: ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ୫ ଜଣ ଶିଶୁଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି। ରବିବାର ସନ୍ଧ୍ୟାରେ ମୁଜାଫରନଗର ଜିଲ୍ଲାର ମିରାନପୁର ସହରରେ ଏହି ଅଘଟଣ ଘଟିଛି।  ଏନେଇ ପୁଲିସ ସୂଚନା ଦେଇଛି। ପିଲାମାନେ ମନ୍ଦିର ପାଖ ଦେଇ ଯାଉଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ  ଲଗାତାର ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ବହୁ ପୁରୁଣା କୋଠା ଦୁର୍ବଳ ଥିବାରୁ ଭୁଶୁଡ଼ି ପଡ଼ିଥିବା ନଜରକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story