ଜାମ୍ମୁ-କାଶ୍ମୀରରେ ‍ବରଫ ସ୍ଖଳନ: ଜଣେ ଯବାନ ନିଖୋଜ, ଜଣେ ଗୁରୁତର

ତୁର୍‌ତୁକ୍‌(ଜମ୍ମୁ-କାଶ୍ମୀର): ଲଦାଖର ତୁର୍‌ତୁକ୍‌ ଅଞ୍ଚଳରେ ବରଫ ସ୍ଖଳନ ହୋଇ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ସେନା ପକ୍ଷରୁ ଚେଷ୍ଟା କରାଯାଉଛି। ଶୁକ୍ରବାର ସକାଳ ୮ଟାରେ ବରଫ ସ୍ଖଳନ ହେବାରୁ ୨ଜଣ ଯବାନ ପୋତି ହୋଇଯାଇଥିଲେ। ସେନା ପକ୍ଷରୁ ସଙ୍ଗେ ସଙ୍ଗେ ବରଫ ଖୋଳା ଯାଇ ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

avalanche

avalanche

Rakesh Mallick
  • Published: Friday, 25 March 2016
  • Updated: 25 March 2016, 12:07 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story