ବିଧାୟକଙ୍କ ଜନ୍ମଦିନ ପାଳନ କରିବାକୁ ଶତାଧିକ ଲୋକଙ୍କ ଗହଳି

ହାଇଦ୍ରାବାଦ: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାମାଜିକ ଦୂରତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାକୁ ଲୋକମାନେ ମାନୁନଥିବା ଦେଖିବାକୁ ମିଳିଛି। ଆଉ ଏହି ନିୟମକୁ ଖୋଦ୍ ବିଧାୟକ ମଧ୍ୟ ପାଳନ କରୁନଥିବା ଦେଖିବାକୁ ମିଳିଛି। ତେଲେଙ୍ଗାନାର ଶାସକ ଦଳ ତେଲେଙ୍ଗାନା ରାଷ୍ଚ୍ର ସମିତି (ଟିଆରଏସ)ର ବିଧାୟକ ଏମ୍ ଭୂପଲ ରେଡ୍ଡୀଙ୍କ ଜନ୍ମଦିନରେ ଶହ ଶହ ଲୋକ ଯୋଗ ଦେଇଥିବା ଜଣାପଡ଼ିଛି। ଭିଡ ବାବଦରେ ଜଣାପଡ଼ିବା ପରେ ତେଲେଙ୍ଗାନା ହାଇକୋର୍ଟ ନିଜ ଆଡୁ ବିଧାୟକଙ୍କୁ […]

trs mla bday

trs mla bday

Subhransu Sekhar
  • Published: Saturday, 23 May 2020
  • Updated: 23 May 2020, 06:00 PM IST

Sports

Latest News

ହାଇଦ୍ରାବାଦ: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାମାଜିକ ଦୂରତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାକୁ ଲୋକମାନେ ମାନୁନଥିବା ଦେଖିବାକୁ ମିଳିଛି। ଆଉ ଏହି ନିୟମକୁ ଖୋଦ୍ ବିଧାୟକ ମଧ୍ୟ ପାଳନ କରୁନଥିବା ଦେଖିବାକୁ ମିଳିଛି।

ତେଲେଙ୍ଗାନାର ଶାସକ ଦଳ ତେଲେଙ୍ଗାନା ରାଷ୍ଚ୍ର ସମିତି (ଟିଆରଏସ)ର ବିଧାୟକ ଏମ୍ ଭୂପଲ ରେଡ୍ଡୀଙ୍କ ଜନ୍ମଦିନରେ ଶହ ଶହ ଲୋକ ଯୋଗ ଦେଇଥିବା ଜଣାପଡ଼ିଛି। ଭିଡ ବାବଦରେ ଜଣାପଡ଼ିବା ପରେ ତେଲେଙ୍ଗାନା ହାଇକୋର୍ଟ ନିଜ ଆଡୁ ବିଧାୟକଙ୍କୁ ନୋଟିସ୍ ପଠାଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସରେ ଏହି ବିଧାୟକ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ପାଇଁ ବିଧାୟକ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ମୋଟ୍ ତିନି ହଜାର ଲୋକ ଯୋଗଦେଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story