ସୋମାଲିଆ ହୋଟେଲରେ ଆକ୍ରମଣ ଘଟଣା, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ମୋଗାଡିଶୁ: ମଙ୍ଗଳବାର ବିଳମ୍ବିତ ରାତିରେ ସୋମାଲିଆର ୨ଟି ହୋଟେଲ ଉପରେ ଆଇଏସ୍‌ ଆତଙ୍କୀ ଗ୍ରୁପ କାର ବୋମା ବିସ୍ଫୋରଣ କରିବା ଘଟଣାରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସୋମାଲିଆର ଜଣେ ଉଚ୍ଚ ପଦସ୍ଥ ପୋଲିସ କର୍ମଚାରୀ ମେଜର ମହମ୍ମଦ ଅବ୍‌ଦୁଲ୍ଲାହି କହିଛନ୍ତି,“ମୋଗାଡିଶୁର ବିଭିନ୍ନ ହସ୍ପିଟାଲରେ ୫୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ […]

somalia

somalia

Rakesh Mallick
  • Published: Wednesday, 31 August 2016
  • Updated: 04 May 2017, 03:44 PM IST

ମୋଗାଡିଶୁ: ମଙ୍ଗଳବାର ବିଳମ୍ବିତ ରାତିରେ ସୋମାଲିଆର ୨ଟି ହୋଟେଲ ଉପରେ ଆଇଏସ୍‌ ଆତଙ୍କୀ ଗ୍ରୁପ କାର ବୋମା ବିସ୍ଫୋରଣ କରିବା ଘଟଣାରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ସୋମାଲିଆର ଜଣେ ଉଚ୍ଚ ପଦସ୍ଥ ପୋଲିସ କର୍ମଚାରୀ ମେଜର ମହମ୍ମଦ ଅବ୍‌ଦୁଲ୍ଲାହି କହିଛନ୍ତି,“ମୋଗାଡିଶୁର ବିଭିନ୍ନ ହସ୍ପିଟାଲରେ ୫୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story