ସୋନିଆ କାହିଁକି ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ କରାଇଥିଲେ, ନିଜ ବହିରେ ଲେଖିଲେ ଓବାମା

ନ୍ୟୁୟର୍କ: କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ନର୍ଭସ ନେତା ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ତାଙ୍କ ଦ୍ୱାରା ଲିଖିତ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ରେ ଓବାମା ଏହା କହିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ତେବେ ଓବାମା ଏହି ବହିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାବଦରେ ମଧ୍ୟ ଲେଖିଛନ୍ତି। ଏବଂ ତାଙ୍କୁ କାହିଁକି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ କରାଇଥିଲେ ସେ ବାବଦରେ ମଧ୍ୟ ଲେଖିଛନ୍ତି। ଓବାମା ତାଙ୍କ ବହିରେ ଲେଖିଛନ୍ତି […]

OBAMA MANMOHAN SINGH

OBAMA MANMOHAN SINGH

Subhransu Sekhar
  • Published: Tuesday, 17 November 2020
  • Updated: 17 November 2020, 05:42 PM IST

Sports

Latest News

ନ୍ୟୁୟର୍କ: କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ନର୍ଭସ ନେତା ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ତାଙ୍କ ଦ୍ୱାରା ଲିଖିତ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ରେ ଓବାମା ଏହା କହିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ତେବେ ଓବାମା ଏହି ବହିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାବଦରେ ମଧ୍ୟ ଲେଖିଛନ୍ତି। ଏବଂ ତାଙ୍କୁ କାହିଁକି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ କରାଇଥିଲେ ସେ ବାବଦରେ ମଧ୍ୟ ଲେଖିଛନ୍ତି।

ଓବାମା ତାଙ୍କ ବହିରେ ଲେଖିଛନ୍ତି ଯେ ଭାରତର ରାଜନୀତି ଜାତି, ଧର୍ମ ଏବଂ ସମ୍ପ୍ରଦାୟ ଆଦି ଭିତ୍ତିରେ ବିଭାଜିତ। ଏହାରି ଭିତରେ ଓବାମା ଦାବି କରିଛନ୍ତି ଯେ ସୋନିଆ ଗାନ୍ଧୀ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପଛର କାରଣ ତାଙ୍କ ପୁଅ ରାହୁଲଙ୍କ ପ୍ରତି ଯେପରି କୌଣସି 'ବିପଦ' ଯେମିତି ନଆସୁ।

ଓବାମା ଲେଖିଛନ୍ତି, 'ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ସୋନିଆ ଗାନ୍ଧୀ ମନୋନୀତ କରିଥିଲେ କାରଣ ସେ ଅନୁଭବ କରିଥିଲେ ଯେ ମନମୋହନ ସିଂହ ଜାତୀୟ ରାଜନୀତିରେ ଏତେ ଦୃଢ଼ ନୁହନ୍ତି। ତେଣୁ ତାଙ୍କର ୪୦ ବର୍ଷ ପୁଅ ପ୍ରତି କୌଣସି ବିପଦ କି ଚ୍ୟାଲେଞ୍ଜ ରହିବନି ବୋଲି ସୋନିଆ ବିଶ୍ୱାସ କରୁଥିଲେ ବୋଲି ଓବାମା ଦାବି କରିଛନ୍ତି। ଏଥିସହ ମନମୋହନ ସିଂହଙ୍କୁ ଅସାଧାରଣ ଜ୍ଞାନ ଓ ବୁଦ୍ଧିର ଅଧିକାରୀ ବୋଲି ଲେଖି ପ୍ରଶଂସା କରିଛନ୍ତ ଓବାମା।

କେବଳ ଏତିକି ନୁହେଁ ଓବାମା ତାଙ୍କ ବହିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ରାତ୍ରୀ ଭୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହି ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ। ସୋନିଆ ଗାନ୍ଧୀଙ୍କ ବିଷୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି କୁହନ୍ତି, ସୋନିଆ ଗାନ୍ଧୀ ବହୁ ଅଧିକ କଥା ଶୁଣନ୍ତି ଏବଂ ଯେତେବେଳେ ନୀତିଗତ ନିଷ୍ପତ୍ତି ନିଆଯାଏ ସେତେବେଳେ ସେ ମନମୋହନ ସିଂହଙ୍କ ସହ ସହମତ ନହୋଇ ଚତୁରତାର ସହ ପୁଅ କଥାକୁ ସମର୍ଥନ କରନ୍ତି।

ତେବେ ଏହି ବହିରେ ଭାରତ ପ୍ରତି ତାଙ୍କର ଅଧିକ ଆଗ୍ରହର କାରଣ ସଂପର୍କରେ ମଧ୍ୟ ଓବାମା ଲେଖିଛନ୍ତି। ମହାତ୍ମା ଗାନ୍ଧୀ, ଆବ୍ରହାମ ଲିଙ୍କନ୍, ମାର୍ଟିନ୍ ଲୁଥର୍, ନେଲସନ ମାଣ୍ଡେଲାଙ୍କ ଚିନ୍ତାଧାରା ନିଜର ମିଶେ ଏବଂ ଏହା ତାଙ୍କୁ ପ୍ରଭାବିତ କରିଛି ବୋଲି ସେ ତାଙ୍କ ବହିରେ ଲେଖିଛନ୍ତି।

ସେହିପରି ଓବାମା କହିଛନ୍ତି ଯେ ସେ ତାଙ୍କ ପିଲାଦିନରେ ରାମାୟଣ ଏବଂ ମହାଭାରତ ଭଳି କାହାଣୀ ଶୁଣିଥିଲେ, ଯାହା ଭାରତ ପାଇଁ ତାଙ୍କ ମନରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି ବୋଲି ସେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story