କଂଗ୍ରେସ ଗଢ଼ିଲା ୨୧ ଜଣିଆ ନୂଆ ଥିଙ୍କ୍‌ ଟ୍ୟାଙ୍କ ଟିମ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ନୂଆ ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସକୁ ଆଗକୁ ନେବାକୁ ଚାହୁଁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଦଳ ଓ ନେତାଙ୍କ ମନ୍ତବ୍ୟରେ ପାର୍ଥକ୍ୟ ରହିବା ପରେ ଏହାକୁ ସଜାଡ଼ିବା ପାଇଁ ସୋନିଆ ଗାନ୍ଧି ନୂଆ ଥିଙ୍କ ଟ୍ୟାଙ୍କ ଟିମ୍ ଗଢ଼ିଛନ୍ତି। ଯେଉଁଥିରେ ୨୧ ଜଣ ସଦସ୍ୟ ରହିବେ। ଯେଉଁ ବରିଷ୍ଠ କଂଗ୍ରେସ ନେତାଙ୍କ ମନ୍ତବ୍ୟ ପାଇଁ ଦଳ ଅଡ଼ୁଆରେ ପଡ଼ୁଛି ସେହି ନେତାଙ୍କୁ ଏହି ଥିଙ୍କ […]

SONIA GANDHI

SONIA GANDHI

Subhransu Sekhar
  • Published: Wednesday, 23 October 2019
  • Updated: 23 October 2019, 03:58 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ଦଳର ନେତୃତ୍ୱ ପରିବର୍ତ୍ତନ ପରେ ନୂଆ ଅଧ୍ୟକ୍ଷ ସୋନିଆ ଗାନ୍ଧି କଂଗ୍ରେସକୁ ଆଗକୁ ନେବାକୁ ଚାହୁଁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଦଳ ଓ ନେତାଙ୍କ ମନ୍ତବ୍ୟରେ ପାର୍ଥକ୍ୟ ରହିବା ପରେ ଏହାକୁ ସଜାଡ଼ିବା ପାଇଁ ସୋନିଆ ଗାନ୍ଧି ନୂଆ ଥିଙ୍କ ଟ୍ୟାଙ୍କ ଟିମ୍ ଗଢ଼ିଛନ୍ତି। ଯେଉଁଥିରେ ୨୧ ଜଣ ସଦସ୍ୟ ରହିବେ। ଯେଉଁ ବରିଷ୍ଠ କଂଗ୍ରେସ ନେତାଙ୍କ ମନ୍ତବ୍ୟ ପାଇଁ ଦଳ ଅଡ଼ୁଆରେ ପଡ଼ୁଛି ସେହି ନେତାଙ୍କୁ ଏହି ଥିଙ୍କ ଟ୍ୟାଙ୍କରୁ ବାଦ୍ ଦିଆଯାଇଥିବା ସୂଚନା ରହିଛି।

ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କପିଲ ସିବଲ୍, ମଲ୍ଲିକାର୍ଜୁନ ଖାଡ଼ଗେ, ଗୁଲାମ ନବୀ ଆଜାଦ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅହମଦ ପଟେଲ ରହିବେ। ସେହିପରି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ରଣଦୀପ ସୁରଜେଓ୍ୱାଲା ମଧ୍ୟ ରହିଛନ୍ତି। ଏହି ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳର ପକ୍ଷ ବାବଦରେ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ନିକଟରେ ବୀର ସାବରକରଙ୍କୁ ଭାରତ ରତ୍ନ ଦାବି ଏବଂ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ତିନି ତଲାକକୁ ନେଇ ଦଳର ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ନେତା ସମାଲୋଚନାର ଶିକାର ହୋଇଛନ୍ତି। ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଦଳ ଏଥିପାଇଁ ଅଡ଼ୁଆରେ ପଡ଼ିଛି।

ନିକଟରେ ଏହି ୨୧ ସଦସ୍ୟ ବିଶିଷ୍ଟ ଟିମ୍ ବୈଠକ କରିବ। ଏହି ବୈଠକରେ ଦଳର ଆଗାମୀ ରଣନୀତି, ସଂସଦର ଶୀତକାଳୀନ ଅଧିବେଶନର କେଉଁ ପ୍ରସଙ୍ଗ ଉଠିବ, ବିଭିନ୍ନ ସମ୍ୱେଦନଶୀଳ ମାମଲାରେ ଦଳ କ’ଣ ପକ୍ଷ ରଖିବ ସେ ବାବଦରେ ବୈଠକରେ ଆଲୋଚନା ହେବ।

ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ, ମଣିଶଙ୍କର ଆୟାର, ସଲମାନ ଖୁର୍ସିଦଙ୍କ ମନ୍ତବ୍ୟ ଉପରେ ଦଳ ରୋକ୍ ଲଗାଇଛି। ଆଗାମୀ ଦିନରେ ଏହି ନେତା ନିଜସ୍ୱ ମତ ଗଣମାଧ୍ୟମରେ ରଖିପାରିବେ ନାହିଁ ବୋଲି ଏହି ନେତାଙ୍କୁ ଦଳ କହିଥିବା ସୂଚନା ରହିଛି।

ଅସମର୍ଥୀତ ସୂଚନା ଅନୁଯାୟୀ ନଭେମ୍ୱର ଆରମ୍ଭରେ କଂଗ୍ରେସ ଦିଲ୍ଲୀରେ ଏକ ବିଶାଳ ରାଲି କରିବ ବୋଲି ଯୋଜନା କରିଛି। ଏହି ରାଲିରେ ମୋଦି ସରକାରର ବିଫଳତାକୁ ନେଇ ରାଲି ଜରିଆରେ ଲୋକଙ୍କ ପାଖରେ ସରକାରର ମୁଖା ଖୋଲିବ ବୋଲି ରଣନୀତି ପ୍ରସ୍ତୁତ କରିଛି। ଏହି ରାଲିରେ ମୋଦି ବିରୋଧୀ ନେତାଙ୍କୁ ମଧ୍ୟ ସାମିଲ କରାଯିବର ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story