ନୂଆଦିଲ୍ଲୀ: ୧୮ ବର୍ଷର ଉଦୟମାନେ ଆଟଲେଟ୍ ପରବିନ୍ଦର ଚୌଧୁରୀ ଜବାହାରଲାଲ ନେହୁର ଷ୍ଟାଡିୟମରେ ଥିବା ଆଥଲେଟ୍ ହଷ୍ଟେଲ୍ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ରୁମ୍ରେ ଏକା ଥିବା ବେଳେ ସେ ସିଲିଂ ଫ୍ୟାନରେ ରଶି ଲଗାଇ ଦେଇଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।
ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, “ଗତକାଲି (ମଙ୍ଗଳବାର) ସକାଳେ ପରବିନ୍ଦରଙ୍କର ତାଙ୍କ ବାପାଙ୍କ ସହ କୌଣସି କଥାକୁ ନେଇ ଫୋନ୍ରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ଭଉଣୀ ହଷ୍ଟେଲ୍କୁ ଆସି ତାଙ୍କ ସହ କଥା ହୋଇଥିଲେ। ଆମେ ଦୁଃଖିତ ଯେ, ତାଙ୍କୁ ବଞ୍ଚାଇ ପରିଲୁ ନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଖି ଏମିତି କଲେ ବିଜେପି ସମର୍ଥକ, ନିଆରା ଜବାବର ଭିଡିଓ ଭାଇରାଲ୍
ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ।
National
କାହିଁକି ତରବରିଆ ଭାବେ ଆଉ ଜଣେ ଜାଟଙ୍କୁ ମନ୍ତ୍ରୀ କଲା ଆପ୍?
ଦିଲ୍ଲୀ ଭୋଟରେ ଜାଟ୍ ସଂପ୍ରଦାୟର ଗୁରୁତ୍ୱ ରହିଛି। ବିଶେଷ କରି ଆଉ ପ୍ରାୟ ୩ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଶୋକୀନଙ୍କୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ସାମିଲ କରାଯାଇଛି।
National
ଚାପରେ ପଡ଼ି ବିଜେପିରେ ମିଶିଛନ୍ତି କି କୈଳାସ ଗେହଲଟ? ତାଙ୍କ ଉତ୍ତର, ନା
ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗେହଲଟ ବିଜେପିରେ ସାମିଲ ହେବା ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଭାବେ ଉଭା ହେବ ବୋଲି ଖଟ୍ଟର ଆଶା ପ୍ରକାଶ କରିଛନ୍ତି।
Guest Column
ତାମିଲନାଡୁ ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ
ତାମିଲନାଡ଼ୁରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବେ ବଡ଼ ଅସ୍ଥିରତା ଦେଖାଦେଇଛି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ପାଣ୍ଠି ଏବଂ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବାଦର ମୂଳ କାରଣ ହେଉଛି ତାମିଲନାଡୁ ରାଜ୍ୟ ଶିକ୍ଷା ବିଭାଗର ଜାତୀୟ ଶିକ୍ଷା ନୀତି ପ୍ରତି ବିରୋଧାଭାସ। ଏହି ବିରୋଧାଭାସ କାରଣରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ତାମିଲନାଡୁରେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
National
ଗୌତମ ଗମ୍ଭୀରଙ୍କୁ ହାଇକୋର୍ଟ ଆଶ୍ୱସ୍ତି
ତାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ତଳ କୋର୍ଟ ରାୟ ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟ ଗମ୍ଭୀରଙ୍କ ବିରୋଧରେ ଜାରି ହୋଇଥିବା ରାୟ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।