କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ କହିଲା ଋଷିଆ

ମୋସ୍କୋ: ଋଷର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ। ଏହି ଟିକା ସବୁଠୁ ପ୍ରଭାବଶାଳୀ। ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି ସରକାର କହିଛନ୍ତି। ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଟିକା ନେବାର ୪୨ ଦିନ ପରେ ଏହି ରିପୋର୍ଟ ଆସିଛି। ଏହି ଟିକା ଋଷିଆ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଗଣା […]

sputnik-v

sputnik-v

Subhransu Sekhar
  • Published: Tuesday, 24 November 2020
  • Updated: 24 November 2020, 07:54 PM IST

Sports

Latest News

ମୋସ୍କୋ: ଋଷର କରୋନା ଟିକା ‘ସ୍ପୁଟନିକ୍ ଭି’ ୯୫% ସଫଳ। ଏହି ଟିକା ସବୁଠୁ ପ୍ରଭାବଶାଳୀ। ‘ସ୍ପୁଟନିକ୍ ଭି’ ଟିକା ନେବାର ୨୮ ଦିନ ପରେ ଏହାର ପରିଣାମ ୯୧.୪ ପ୍ରତିଶତ ସଫଳ ଥିଲା। ହେଲେ ୪୨ ଦିନ ପରେ ଏହା ୯୫% ସଫଳ ବୋଲି ସରକାର କହିଛନ୍ତି।

ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଟିକା ନେବାର ୪୨ ଦିନ ପରେ ଏହି ରିପୋର୍ଟ ଆସିଛି। ଏହି ଟିକା ଋଷିଆ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ମାଗଣା ରହିବ। ୨୦୨୧ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ କିଭଳି ଏହି ଟିକା ଦିଆଯିବ ବୋଲି ପୁଟିନ ସରକାର ଗୁରୁତ୍ୱ ଦେଇଛନ୍ତି। ତେଣୁ ଟିକା ତିଆରି ନେଇ ଅନ୍ତର୍ଜାତୀୟ ସଂସ୍ଥା ସହିତ ସରକାର ପ୍ରସ୍ତୁତି ଚଳାଇଛି।

ବଜାରରେ ଏହି ଟିକାର ଦାମ ୭୪୦ ଟଙ୍କାରୁ କମ୍ ରହିବ। ଲୋକମାନେ ଦୁଇଟି ଟିକା ନେବା ଦରକାର। ତେବେ ସମାନ ପ୍ରଭାବ ଥିବା ଏମ୍ ଆରଏନଏ ଟିକା ତୁଳନାରେ ‘ସ୍ପୁଟନିକ୍ ଭି’ର ଦାମ ଶସ୍ତା ବୋଲି ଋଷିଆ ସରକାର କହିଛି।

ଅଗଷ୍ଟରେ ଋଷିଆର ଗମାଲାୟା ବୈଜ୍ଞାନିକ ଗବେଷଣା କରି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପ୍ରଥମେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ। ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଭାରତ ମଧ୍ୟ ଋଷିଆ ପାଖରୁ ଏହି ଟିକା ପାଇପାରେ। ଭାରତରେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦର ଔଷଧ କମ୍ପାନୀ ଡକ୍ଟର ରେଡ୍ଡୀ ଋଷିଆର ଏହି ଟିକା ଆଣିବ ବୋଲି ଚୁକ୍ତି ହୋଇଛି। ୨୦୨୧ ଆରମ୍ଭରେ ଋଷର ଏହି ଟିକା ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story