ମନ୍ତ୍ରୀଙ୍କ ପୁଅକୁ ଜବାବ ଦେଇ ଚାକିରି ଛାଡ଼ିବା ପରେ...

ସୁରଟ: କିଏ ସାଲ୍ୟୁଟ୍‌ ମାରୁଛି। ପୁଣି କିଏ କହୁଛି ତୁମ ସାହସିକତାକୁ ସଲାମ। ପୁଣି କିଏ କହୁଛି ‘ୟୁ’ ଆର ବ୍ରାଭୋ। ପୁଣି କିଏ କହୁଛି ତୁମ ଭଳି ନିର୍ଭିକ ଝିଅ ଦେଶରେ ବିରଳ। ଜଣେ ସଚ୍ଚା ଲେଡି କନଷ୍ଟେବଲ ନିଜ ଡ୍ୟୁଟିକୁ ଉଚିତ୍ ଢଙ୍ଗରେ ନିଭାଇ ଶେଷରେ ଚାକିରି ଛାଡ଼ିଥିବା ସୁନୀତା ଯାଦବଙ୍କ ପ୍ରତି ଶୋସାଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ସ୍ୱାଭିମାନ ସହ ସାଲିସ୍‌ କରିନଥିବା ସୁନୀତୀଙ୍କୁ ଉଚ୍ଚସିତ ସାବାସି ମିଳୁଥିବା ବେଳେ […]

Swabhimani-Sunita-1

Swabhimani-Sunita-1

Tapas Behera
  • Published: Monday, 13 July 2020
  • Updated: 13 July 2020, 07:01 PM IST

Sports

Latest News

ସୁରଟ: କିଏ ସାଲ୍ୟୁଟ୍‌ ମାରୁଛି। ପୁଣି କିଏ କହୁଛି ତୁମ ସାହସିକତାକୁ ସଲାମ। ପୁଣି କିଏ କହୁଛି ‘ୟୁ’ ଆର ବ୍ରାଭୋ। ପୁଣି କିଏ କହୁଛି ତୁମ ଭଳି ନିର୍ଭିକ ଝିଅ ଦେଶରେ ବିରଳ। ଜଣେ ସଚ୍ଚା ଲେଡି କନଷ୍ଟେବଲ ନିଜ ଡ୍ୟୁଟିକୁ ଉଚିତ୍ ଢଙ୍ଗରେ ନିଭାଇ ଶେଷରେ ଚାକିରି ଛାଡ଼ିଥିବା ସୁନୀତା ଯାଦବଙ୍କ ପ୍ରତି ଶୋସାଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ସ୍ୱାଭିମାନ ସହ ସାଲିସ୍‌ କରିନଥିବା ସୁନୀତୀଙ୍କୁ ଉଚ୍ଚସିତ ସାବାସି ମିଳୁଥିବା ବେଳେ ଗୁଜରାଟର ବିଜେପି ସରକାରଙ୍କୁ ଘୋର ନିନ୍ଦିତ ହେବାକୁ ପଡ଼ିଛି। ଟ୍ୱିଟରରେ ଏହି ଖବର ଟ୍ରେଣ୍ଡିରେ ଥିବା ବେଳେ ସଚ୍ଚୋଟ ଓ ନିଷ୍ଠାପର ଭାବେ କାମ କରୁଥିବା କର୍ମଚାରୀଙ୍କ ପ୍ରତିଦାନ ସୂରୂପ ଏମିତିକା ପୁରସ୍କାର ମିଳେ ବୋଲି ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି।
https://twitter.com/Ravisha64224946/status/1282443478341832705?s=20

ଗୁଜରାଟର ବିଜେପି ମନ୍ତ୍ରୀଙ୍କୁ ଭୁଲ ନମାଗି ଚାକିରି ଛାଡ଼ିଥିବା କନଷ୍ଟେବଲ ସୁନୀତା ଯାଦବଙ୍କୁ ନେଇ ଏବେ ଟ୍ୱିଟରରେ ଟ୍ରେଣ୍ଡିରେ ଅଛି। ସୁନୀତାଙ୍କୁ ନ୍ୟାୟ ପାଇଁ ଆରମ୍ଭ ହୋଇଛି ସୋଶାଲ ମିଡିଆରେ କ୍ୟାମ୍ପେନ। ଘଟଣାରେ ମନ୍ତ୍ରୀଙ୍କ ପୁଅ ପ୍ରକାଶଙ୍କ ସହ ତାଙ୍କ ଦୁଇ ସାଙ୍ଗକୁ ଗିରଫ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଜାମିନ ମିଳିଛି । ତେବେ ଗୁଜରାଟର ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଛି।
https://twitter.com/kshtriya_priya/status/1282569551259959299?s=20

ସୂଚନା ଅନୁଯାୟୀ, କରୋନା ମହାମାରୀ ପାଇଁ ଗୁଜରାଟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ଗତ ଗୁରୁବାର ଏହି କର୍ଫ୍ୟୁକୁ ବେଖାତିର କରି ବିଜେପି ବିଧାୟକ ତଥା ଗୁଜରାଟରେ ମନ୍ତ୍ରୀ ଥିବା କୁମାର କନାନୀଙ୍କ ପୁଅ ଓ ତାଙ୍କର ଦୁଇ ଜଣ ସାଙ୍ଗ ରାସ୍ତାରେ ବୁଲୁଥିଲେ। ଏପରିକି ଦୁହେଁ ମାସ୍କ ମଧ୍ୟ ପିନ୍ଧି ନଥିଲେ। ଏଥିପାଇଁ ସେମାନଙ୍କୁ ଅଟକାଇଥିଲେ ମହିଳା କନଷ୍ଟେବଲ ସୁନୀତା ଯାଦବ ।
https://twitter.com/_sayema/status/1282543849781391360?s=20

ତାଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ମନ୍ତ୍ରୀଙ୍କ ପୁଅ କନେଷ୍ଟବଳଙ୍କୁ ଧମକ ଦେଇଥିଲେ।  ଗାଡିରେ ଥିବା ପ୍ରକାଶଙ୍କ ଦୁଇଜଣ ସାଙ୍ଗ ମଧ୍ୟ କନେଷ୍ଟବଳଙ୍କୁ ଗାଳିଗୁଳଜ କରିଥିଲେ। ତଥାପି ସୁନୀତା ଏଥିରେ ଡରି ନଥିଲେ ବରଂ ସେ ବିଧାୟକଙ୍କ ଚାକର ନୁହନ୍ତି ବୋଲି କହିଥିଲେ।  ଏନେଇ ସୁନୀତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପ୍ରକାଶଙ୍କ ସହ ତାଙ୍କ ଦୁଇ ସାଙ୍ଗକୁ ଗିରଫ କରାଯାଇଛି ପରେ ସେମାନଙ୍କୁ ଜାମିନ ମିଳିଛି ।
https://twitter.com/IPF_ORG/status/1282306539265462280?s=20

ସେପଟେ ସୋଶାଲ ମିଡିଆରେ ମନ୍ତ୍ରୀଙ୍କ ପୁଅଙ୍କ ଏଭଳି କାରନାମା ଜଣାପଡିବା ପରେ ଚାରିଆଡୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛ॥   ପୋଲିସ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଅନ୍ୟପକ୍ଷରେ କନେଷ୍ଟବଲ ସୁନୀତାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ଏହାକୁ ସହ୍ୟ ନ କରିପାରି ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story