ସରକାରଙ୍କୁ ଉତ୍ତର ଦାୟିତ୍ୱର ପାଠ ପଢ଼ାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଜେ ଅସୁବିଧାରେ ଛନ୍ଦି ହୋଇଥିଲେ ମଧ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରିବେ ନାହିଁ ବୋଲି କହିପାରିବେନି। ଜଣେ ବ୍ୟକ୍ତି ଯେତେବେଳେ ନିଜର ସୁରକ୍ଷା କରିପାରୁ ନାହାନ୍ତି, ସେତେବେଳେ ସରକାର ସେମାନଙ୍କୁ ରକ୍ଷା କରିବା ଦରକାର। ଲୋନ୍ ମୋରାଟରିୟମ (ଅବଧି) ମାମଲାରେ ଶୁଣାଣି ବୋଲି ଏଭଳି କଛି କଥା କହି ସରକାରଙ୍କୁ ଉତ୍ତର ଦାୟିତ୍ୱର ପାଠ ପଢ଼ାଇଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କ ଗୁଡ଼ିକ ନିଜର କ୍ରାଇଟେରିଆ ବା ବର୍ଗୀକରଣ ତିଆରି କରିବାକୁ କହିବାରୁ ଏଭଳି ଅସୁବିଧା ହେଉଛି ବୋଲି […]

SupremeCourt

SupremeCourt

Subhransu Sekhar
  • Published: Wednesday, 02 December 2020
  • Updated: 02 December 2020, 06:24 PM IST

ନୂଆଦିଲ୍ଲୀ: ନିଜେ ଅସୁବିଧାରେ ଛନ୍ଦି ହୋଇଥିଲେ ମଧ୍ୟ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରିବେ ନାହିଁ ବୋଲି କହିପାରିବେନି। ଜଣେ ବ୍ୟକ୍ତି ଯେତେବେଳେ ନିଜର ସୁରକ୍ଷା କରିପାରୁ ନାହାନ୍ତି, ସେତେବେଳେ ସରକାର ସେମାନଙ୍କୁ ରକ୍ଷା କରିବା ଦରକାର। ଲୋନ୍ ମୋରାଟରିୟମ (ଅବଧି) ମାମଲାରେ ଶୁଣାଣି ବୋଲି ଏଭଳି କଛି କଥା କହି ସରକାରଙ୍କୁ ଉତ୍ତର ଦାୟିତ୍ୱର ପାଠ ପଢ଼ାଇଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କ ଗୁଡ଼ିକ ନିଜର କ୍ରାଇଟେରିଆ ବା ବର୍ଗୀକରଣ ତିଆରି କରିବାକୁ କହିବାରୁ ଏଭଳି ଅସୁବିଧା ହେଉଛି ବୋଲି ସର୍ବୋଚ୍ଚକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ପାଇଁ ସରକାର ଲକଡାଉନ୍, ଶଟଡାଉନ କରିଥିଲେ। ଏହି ସମୟରେ ମାର୍ଚ୍ଚ ମାସରୁ ଅଗଷ୍ଟ ଯାଏ ଇଏମଆଇ ହଲିଡେ ଘୋଷଣା କରିଥିଲେ ଆରବିଆଇ। ହେଲେ ଏହାପରେ ବକେୟା ଋଣ ଟଙ୍କା ଉପରେ ଅତିରିକ୍ତ ସୁଧ ଲଗାଇଥିଲେ। ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ ଓକିଲ ରବିନ୍ଦ୍ର ଶ୍ରୀବାସ୍ତବ କହିଥିଲେ ଯେକୌଣସି ବର୍ଗୀକରଣ ଗୋଟିଏ ନିର୍ଦ୍ଦିଷ୍ଟ ନିୟମ ଆଧାରରେ ରହିବା ଆବଶ୍ୟକ। କଠିନ ପରିସ୍ଥିତିରେ ଡିଏମଏ ଆକ୍ଟ ବ୍ୟବହାର କରାଯାଇପାରିବ।

ସେହିପରି ସୁପ୍ରିମକୋର୍ଟ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆହୁରି ଅଧିକ କରିବା ଆବଶ୍ୟକ। ସରକାରଙ୍କ ନିଷ୍ପତ୍ତି ଆରବିଆଇର ଅର୍ଥନୀତିକ କ୍ଷମତାକୁ ଅଣଦେଖା କରିପାରିବ ନାହିଁ। ଋଣ ନେଇଥିବା ବ୍ୟକ୍ତିଙ୍କର ବର୍ଗୀକରଣର ଅର୍ଥ ହେଉଛି ଲୋକମାନେ ଆରାମ ପାଇବେ। ବଡ଼ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ବର୍ଗୀକରଣ ବେଳେ ବ୍ୟାଖ୍ୟା କରାଯାଇ ନାହିଁ। ବ୍ୟାଙ୍କଗୁଡିକ ନିଜସ୍ୱ ମାନଦଣ୍ଡ ଛାଡିଥିବାରୁ ଏହି ସମସ୍ୟା ଉପୁଜିଛି ବୋଲି ଶ୍ରୀବାସ୍ତବ କହିଛନ୍ତି।

ସେହିପରି ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ କହିଛି ଯେ ଡିଫଲ୍ଟରଙ୍କ ଉପରୁ କୋର୍ଟ ପ୍ରତିବନ୍ଧକ ହଟାଇବା ଦରକାର। କାରଣ ଅନ୍ୟକୁ ଡିଫଲ୍ଟ କରିବାରେ ବ୍ୟାଙ୍କଗୁଡିକ ଅସହାୟ ହୋଇପଡିଛନ୍ତି। ଆରବିଆଇ ପକ୍ଷରୁ କୋର୍ଟରେ ଓକିଲ ହରିଶ ସାଲଭେ ଏହା କହିଛନ୍ତି।

କରୋନା ପାଇଁ ସୁପ୍ରିମକୋର୍ଟ ଅଗଷ୍ଟରେ କହିଥିଲେ ଯେକୌଣସି ଋଣକୁ ଡିଫଲ୍ଟର ବା ଏନପିଏରେ ରଖିବା ଉଚିତ ନୁହେଁ। ଯଦି କୋର୍ଟଙ୍କ ନିର୍ଦ୍ଦେଶ ନଥାଏ। ଯଦିଓ ବ୍ୟାଙ୍କଗୁଡିକରେ ଏହିପରି ସମସ୍ତ ଋଣ ଅଛି ହେଲେ ଡିଫଲ୍ଟ ହୋଇଛି, କିନ୍ତୁ ବ୍ୟାଙ୍କଗୁଡିକ ଏହାକୁ ଡିଫଲ୍ଟ ଭାବରେ ଘୋଷଣା କରିବାକୁ ସକ୍ଷମ ନୁହଁନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ବ୍ୟାଙ୍କମାନେ ଏହା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story