ବିମାନ ବନ୍ଦରରେ ସନ୍ଦିଗ୍ଧ ବ୍ୟାଗ୍, ଆରଡିଏକ୍ସ ଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସନ୍ଦିଗ୍ଧ ବ୍ୟାଗ ଉଦ୍ଧାର ହୋଇଛି। ଟର୍ମିନାଲ ୩ ନିକଟରେ ଆଜି ଏହି ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି। ଏହି ବ୍ୟାଗରେ ଆରଡିଏକ୍ସ ବୋମା ଥିବା ନେଇ ସନ୍ଦେହ କରାଯାଉଛି। ଏହାପରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି। ବିମାନବନ୍ଦରେ ଉପସ୍ଥିତ ଥିବା ଯାତ୍ରୀ ବୋମା ଥିବା ନେଇ ଜାଣିବା ପରେ ବ୍ୟତିବସ୍ତ ହୋଇ ପଡ଼ିଥିଲେ। ଏମିତିକି କିଛି ଯାତ୍ରୀ ଦୌଡିବା ଆରମ୍ଭ କରିଥିଲେ। ହେଲେ ସୁରକ୍ଷା […]

DELHI AIRPORT

DELHI AIRPORT

Subhransu Sekhar
  • Published: Friday, 01 November 2019
  • Updated: 01 November 2019, 12:55 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସନ୍ଦିଗ୍ଧ ବ୍ୟାଗ ଉଦ୍ଧାର ହୋଇଛି। ଟର୍ମିନାଲ ୩ ନିକଟରେ ଆଜି ଏହି ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି। ଏହି ବ୍ୟାଗରେ ଆରଡିଏକ୍ସ ବୋମା ଥିବା ନେଇ ସନ୍ଦେହ କରାଯାଉଛି। ଏହାପରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି। ବିମାନବନ୍ଦରେ ଉପସ୍ଥିତ ଥିବା ଯାତ୍ରୀ ବୋମା ଥିବା ନେଇ ଜାଣିବା ପରେ ବ୍ୟତିବସ୍ତ ହୋଇ ପଡ଼ିଥିଲେ। ଏମିତିକି କିଛି ଯାତ୍ରୀ ଦୌଡିବା ଆରମ୍ଭ କରିଥିଲେ। ହେଲେ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ) କହିଛି ଯେ, 'ବ୍ୟାଗରେ ଆରଡିଏକ୍ସ ଥିବା ନେଇ ସନ୍ଦେହ କରାଯାଉଛି, ସ୍ପଷ୍ଟ ହୋଇନାହିଁ। ଆଜି ରାତି ୧୨ଟା ୫୫ ବେଳେ ଏହି ବ୍ୟାଗ ଉଦ୍ଧାର ହୋଇଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଯାଞ୍ଚ ପ୍ରକ୍ରିୟା ବଢ଼ାଇ ଦିଆଯାଇଛି'।

ଦିଲ୍ଲୀ ପୁଲିସ୍ ଏହି ପ୍ରସଙ୍ଗରେ କହିଛି, 'ଆଜି ଭୋର ୩ଟା ସମୟରେ ଜଣେ ସନ୍ଦିଗ୍ଧକୁ ପୁଲିସ ଦେଖିଥିଲା। ଏହାପରେ ସଙ୍ଗେସଙ୍ଗେ ଉକ୍ତ ସନ୍ଦିଗ୍ଧକୁ ଦିଲ୍ଲୀ ପୁଲିସ୍ ଅଟକ ରଖିଛି। ତା ପାଖରେ ଥିବା ସମସ୍ତ ଜିନିଷକୁ ମଧ୍ୟ ତଦନ୍ତ କରାଯାଉଛି'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story