ନୀତୀଶ ମୁଖ୍ୟମନ୍ତ୍ରୀ, ବିହାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢ଼ିଲା ସସପେନ୍ସ

ପାଟନା: ରାତି ପାହିଲେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର। ହେଲେ କିଏ ହେବେ ଉପମୁଖ୍ୟମନ୍ତ୍ରୀ ସେ ନେଇ ବଢ଼ିଛି ସସପେନ୍ସ। ବିଜେପି ନେତା ସୁଶୀଲ ମୋଦି ପୁଣିଥରେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆକଳନ କରାଯାଉଥିଲା। ହେଲେ ଏହାରି ଭିତରେ ସୁଶୀଲ ମୋଦିଙ୍କ ଏକ ଟ୍ୱିଟ୍ ସବୁ ରାଜନୀତିକ ଗଣିତକୁ ଓଲଟାଇ ଦେଇଛି। ଯଦିଓ ସୁଶୀଲ ସିଧାସଳଖ କିଛି କହି ନାହାନ୍ତି ହେଲେ ସବୁକିଛି ପରୋକ୍ଷରେ କହି ଦେଇଛନ୍ତି। ସେ […]

deputy-cm

deputy-cm

Subhransu Sekhar
  • Published: Sunday, 15 November 2020
  • Updated: 15 November 2020, 06:16 PM IST

Sports

Latest News

ପାଟନା: ରାତି ପାହିଲେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର। ହେଲେ କିଏ ହେବେ ଉପମୁଖ୍ୟମନ୍ତ୍ରୀ ସେ ନେଇ ବଢ଼ିଛି ସସପେନ୍ସ। ବିଜେପି ନେତା ସୁଶୀଲ ମୋଦି ପୁଣିଥରେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆକଳନ କରାଯାଉଥିଲା। ହେଲେ ଏହାରି ଭିତରେ ସୁଶୀଲ ମୋଦିଙ୍କ ଏକ ଟ୍ୱିଟ୍ ସବୁ ରାଜନୀତିକ ଗଣିତକୁ ଓଲଟାଇ ଦେଇଛି।

ଯଦିଓ ସୁଶୀଲ ସିଧାସଳଖ କିଛି କହି ନାହାନ୍ତି ହେଲେ ସବୁକିଛି ପରୋକ୍ଷରେ କହି ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ୪୦ ବର୍ଷର ରାଜନୀତିକ ଜୀବନରେ ବିଜେପି ଏବଂ ସଂଘ ପରିବାର ଯେତିକି ଦେଇଛି ହୁଏତ ଆଉ କେହି ଦେଇନଥାନ୍ତେ। ଆଗାମୀ ଦିନରେ ଯେଉଁ ଦାୟିତ୍ୱ ମିଳିବ ସେ ପୂରଣ କରିବେ ବୋଲି କହିଛନ୍ତି। ହେସେ ବିଜେପିର କର୍ମୀ ପଦକୁ କେହି ଛଡ଼ାଇ ନେଇ ପାରିବେ ନାହିଁ ବୋଲି ସୁଶୀଲ କହିଛନ୍ତି।

ଅନ୍ୟପଟେ ବିହାର ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏନଡିଏରେ ଆରମ୍ଭ ହୋଇଛି ଅନେକ କଳ୍ପନା ଜଳ୍ପନା। ଉପମୁଖ୍ୟମନ୍ତ୍ରୀ ରେସରେ ବିଜେପି ବିଧାୟକ ଦଳର ନେତା ତାରା କିଶୋର ପ୍ରସାଦଙ୍କ ନାମ ଆଗରେ ରହିଛି। ସେହିପରି ଦଳୀୟ ସୂତ୍ର ଅନୁଯାୟୀ ରେଣୁ ଦେବୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ବିହାରରେ ଦଳୀୟ ନେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ୟୁପି ମଡେଲ୍ ଆପଣାଇପାରେ ବିଜେପି। ଅର୍ଥାତ୍ ରାଜ୍ୟରେ ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଇପାରେ ବିଜେପି।

https://twitter.com/SushilModi/status/1327924241027661824

ତାରା କିଶୋର ଉପମୁଖ୍ୟମନ୍ତ୍ରୀ ହେବା ନେଇ ଅଧିକ ସମ୍ଭାବନା ରହିଛି। ସେହିପରି ଅନ୍ୟ ବିଜେପି ନେତା ନିତ୍ୟାନନ୍ଦ ରୟ ଏବଂ ସଞ୍ଜୟ ଜୟସୱାଲଙ୍କ ନାମ ମଧ୍ୟ ନୀତୀଶ କୁମାରଙ୍କ ପାଖକୁ ଏନଡିଏ ପଠାଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story