ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟ ସଚିବ ଓ ପିଡବ୍ଲ୍ୟୁଡି ସଚିବଙ୍କ ବଦଳିକୁ ନେଇ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ନଜୀବ ଜଙ୍ଗ ପୁଣି ମୁହାଁମୁହିଁ ହୋଇଛନ୍ତି।
ଉପରାଜ୍ୟପାଳ ସ୍ୱାସ୍ଥ୍ୟ ସଚିବ ତରୁଣ ସୀମ ଓ ପିଡବ୍ଲ୍ୟୁଡି ସଚିବ ସର୍ବଜ୍ଞ ଶ୍ରୀବାସ୍ତବଙ୍କୁ ହଟାଇ ଦେଇଛନ୍ତି। ଏଥିରେ ରାଜ୍ୟ ସରକାର ବିରକ୍ତି ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ନ ହଟାଇବା ପାଇଁ ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନିଷ ସିସୋଦିୟା ଜଙ୍ଗଙ୍କୁ ଭେଟି ଆଲୋଚନା କରିଥିଲେ। ଉଭୟଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନ ହଟାଇବାକୁ ମନିଷ ଜଙ୍ଗଙ୍କୁ କହିଥିଲେ। ହେଲେ ଏଥିରୁ କିଛି ଫାଇଦା ମିଳିନାହିଁ।
ଦୁଇ ସଚିବଙ୍କୁ ଉପଜିଲ୍ଲାପାଳ ହଟାଇବାର ମୁଖ୍ୟ କାରଣ ହେଉଛି, ସେମାନେ ଆଇଏଏସ୍ ନୁହଁନ୍ତି। ସ୍ୱାସ୍ଥ୍ୟ ସଚିବ ହେଲ୍ଥ୍ ଏକ୍ସପାର୍ଟ ହୋଇଥିବା ବେଳେ ପିଡବ୍ଲ୍ୟୁଡି ସଚିବ ଜଣେ ଇଞ୍ଜିନିୟର। ଅଶ୍ୱିନୀ କୁମରଙ୍କୁ ସ୍ୱାସ୍ଥ୍ୟ ସଚିବ ଏବଂ ଜନ୍ଦ୍ରକାର ଭାରତୀଙ୍କୁ ପିଡବ୍ଲ୍ୟୁସି ସଚିବା ଭାବେ ଏବେ ନିଯୁକ୍ତି ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।