ସ୍ୱାସ୍ଥ୍ୟ ସଚିବ ଓ ପିଡବ୍ଲ୍ୟୁଡି ସଚିବଙ୍କ ବଦଳିକୁ ନେଇ ଦିଲ୍ଲୀ ସରକାର-ଉପରାଜ୍ୟପାଳ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟ ସଚିବ ଓ ପିଡବ୍ଲ୍ୟୁଡି ସଚିବଙ୍କ ବଦଳିକୁ ନେଇ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ନଜୀବ ଜଙ୍ଗ ପୁଣି ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସ୍ୱାସ୍ଥ୍ୟ ସଚିବ ତରୁଣ ସୀମ ଓ ପିଡବ୍ଲ୍ୟୁଡି ସଚିବ ସର୍ବଜ୍ଞ ଶ୍ରୀବାସ୍ତବଙ୍କୁ ହଟାଇ ଦେଇଛନ୍ତି। ଏଥିରେ ରାଜ୍ୟ ସରକାର ବିରକ୍ତି ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ନ ହଟାଇବା ପାଇଁ  ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନିଷ ସିସୋଦିୟା ଜଙ୍ଗଙ୍କୁ ଭେଟି ଆଲୋଚନା କରିଥିଲେ। ଉଭୟଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନ […]

kejri-jung

kejri-jung

Rakesh Mallick
  • Published: Tuesday, 30 August 2016
  • Updated: 30 August 2016, 11:08 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟ ସଚିବ ଓ ପିଡବ୍ଲ୍ୟୁଡି ସଚିବଙ୍କ ବଦଳିକୁ ନେଇ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ନଜୀବ ଜଙ୍ଗ ପୁଣି ମୁହାଁମୁହିଁ ହୋଇଛନ୍ତି।

ଉପରାଜ୍ୟପାଳ ସ୍ୱାସ୍ଥ୍ୟ ସଚିବ ତରୁଣ ସୀମ ଓ ପିଡବ୍ଲ୍ୟୁଡି ସଚିବ ସର୍ବଜ୍ଞ ଶ୍ରୀବାସ୍ତବଙ୍କୁ ହଟାଇ ଦେଇଛନ୍ତି। ଏଥିରେ ରାଜ୍ୟ ସରକାର ବିରକ୍ତି ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ନ ହଟାଇବା ପାଇଁ  ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନିଷ ସିସୋଦିୟା ଜଙ୍ଗଙ୍କୁ ଭେଟି ଆଲୋଚନା କରିଥିଲେ। ଉଭୟଙ୍କୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନ ହଟାଇବାକୁ ମନିଷ ଜଙ୍ଗଙ୍କୁ କହିଥିଲେ। ହେଲେ ଏଥିରୁ କିଛି ଫାଇଦା ମିଳିନାହିଁ।

ଦୁଇ ସଚିବଙ୍କୁ ଉପଜିଲ୍ଲାପାଳ ହଟାଇବାର ମୁଖ୍ୟ କାରଣ ହେଉଛି, ସେମାନେ ଆଇଏଏସ୍ ନୁହଁନ୍ତି। ସ୍ୱାସ୍ଥ୍ୟ ସଚିବ ହେଲ୍‌ଥ୍‌ ଏକ୍ସପାର୍ଟ ହୋଇଥିବା ବେଳେ ପିଡବ୍ଲ୍ୟୁଡି ସଚିବ ଜଣେ ଇଞ୍ଜିନିୟର। ଅଶ୍ୱିନୀ କୁମରଙ୍କୁ ସ୍ୱାସ୍ଥ୍ୟ ସଚିବ ଏବଂ ଜନ୍ଦ୍ରକାର ଭାରତୀଙ୍କୁ ପିଡବ୍ଲ୍ୟୁସି ସଚିବା ଭାବେ ଏବେ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story