ସ୍ୱିଡେନ୍ ଓ ବେଲାରୁସ ଗସ୍ତରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ:ରବିବାର ଠାରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱିଡେନ ଓ ବେଲାରୁସକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ଏହି ଦୁଇ ଦେଶକୁ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ରବିବାରରୁ ଜୁନ ୨ ତାରିଖ ଯାଏଁ  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱିଡେନରେ ରହିବା ସହ ଜୁନ୨ ରୁ ୪ ଯାଏଁ ସେ ବେଲାରୁସକୁ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ସହ ମେକ ଇନ ଇଣ୍ଡିଆ, ସ୍ୱଚ୍ଛ ଭାରତ ଅଭିଯାନ ଓ ସ୍କିଲ ଇଣ୍ଡିଆ […]

pranab-mukherjee

pranab-mukherjee

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 09:52 AM IST

Sports

Latest News

ନୂଆଦିଲ୍ଲୀ:ରବିବାର ଠାରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱିଡେନ ଓ ବେଲାରୁସକୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି। ଏହି ଦୁଇ ଦେଶକୁ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ରବିବାରରୁ ଜୁନ ୨ ତାରିଖ ଯାଏଁ  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱିଡେନରେ ରହିବା ସହ ଜୁନ୨ ରୁ ୪ ଯାଏଁ ସେ ବେଲାରୁସକୁ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ସହ ମେକ ଇନ ଇଣ୍ଡିଆ, ସ୍ୱଚ୍ଛ ଭାରତ ଅଭିଯାନ ଓ ସ୍କିଲ ଇଣ୍ଡିଆ ଉପରେ ଆଲୋକପାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଷ୍ଟ୍ରପତି ଭବନରୁ ବିଜ୍ଞାପ୍ତି ପ୍ରକାଶ ହୋଇଛି। ଏହା ସହ ସ୍ୱିଡେନରେ ଦୀର୍ଘ ବର୍ଷଧରି ଚାଲିଆସୁଥିବା ରାଜକୀୟ ଶାସନରେ ଅତିଥିଭାବେ ଯୋଗ ଦେବେ। ଏହି ରାଷ୍ଟ୍ରର ଏବେକାର ରାଜା କିଙ୍ଗ କାର୍ଲ ଏକାଦଶ ଗୁସ୍ତଫ୍ ଅଧିଷ୍ଠିତ ଅଛନ୍ତି। ତାଙ୍କ ସହ ରାସାୟନିକ ସାର ଓ ଫର୍ଟିଲାଇଜର ବିଭାଗ ରାଷ୍ଟ୍ରମନ୍ତ୍ରୀ ହନ୍ସରାଜ ଗଙ୍ଗାରାମ ଅହୀର, ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ୍, ଅଶ୍ୱିନୀ କୁମାର ପ୍ରମୁଖ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ଏହି ଦୁଇ ଦେଶରେ ଏକ ବାଣିଜ୍ୟିକ ଫୋରମ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ୭ଜଣ କୁଳପତି  ଓ ନିର୍ଦ୍ଦେଶକଙ୍କ ସହ ୬୦ରୁ ଅଧିକ ଭାରତୀୟ ବରିଷ୍ଠ ବାଣିଜ୍ୟ ନେତୃବୃନ୍ଦ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story