ଭାରତ ସହ ସମ୍ପର୍କ ଯୋଡ଼ିବାକୁ ତାଲିବାନ ସରକାରଙ୍କ ପ୍ରୟାସ , ବିମାନ ଚଳାଚଳ ନେଇ ଆସିଛି ଚିଠି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତ ସହ ସମ୍ପର୍କ ଯୋଡ଼ିବା ପାଇଁ ପ୍ରୟାସ କରିଛି ତାଲିବାନ। ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭକୁ ନେଇ ଚିଠି ଲେଖିଛି ତାଲିବାନ ସରକାର। ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ନୂତନ ଶାସକ ଭାରତର ଡିଜିସିଏକୁ ଏହି ଚିଠି ଲେଛଖିଛନ୍ତି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଦିଆଯାଇଥିବା ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟକାରୀ ମନ୍ତ୍ରୀ ଅଲହାଜ […]

6hl

6hl

Tapas Behera
  • Published: Wednesday, 29 September 2021
  • Updated: 29 September 2021, 01:39 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତ ସହ ସମ୍ପର୍କ ଯୋଡ଼ିବା ପାଇଁ ପ୍ରୟାସ କରିଛି ତାଲିବାନ। ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭକୁ ନେଇ ଚିଠି ଲେଖିଛି ତାଲିବାନ ସରକାର। ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ନୂତନ ଶାସକ ଭାରତର ଡିଜିସିଏକୁ ଏହି ଚିଠି ଲେଛଖିଛନ୍ତି ।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଦିଆଯାଇଥିବା ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟକାରୀ ମନ୍ତ୍ରୀ ଅଲହାଜ ହେମିଦୁଲ୍ଲା ଅଖୁନଜଡା ଲେଖିଛନ୍ତି। ସେପ୍ଟେମ୍ବର ୭ ତାରିଖରେ ଏହି ଚିଠି ହୋଇଛି।  ସେଥିରେ ଲେଖାଯାଇଛି, ଆପଣ ଅବଗତି ଥିବେ ଯେ,  ଆମେରିକା ସେନା ପ୍ରତ୍ୟାହାର ପୂର୍ବରୁ କାବୁଲ ବିମାନ ବନ୍ଦରକୁ ଅକାମି କରିଦିଆଯାଇଥିଲା । ଏଥିରେ କାବୁଲ ବିମାନ ବନ୍ଦର ବିପୁଳ କ୍ଷତିଗ୍ରସ୍ତ ହୋଇଛି। ତେବେ କାତାର ଭାଇଙ୍କ ବୈଷୟିକ ସହଯୋଗ ଯୋଗୁ ପୁଣି ଥରେ ବିମାନବନ୍ଦର  କାର୍ଯ୍ୟକ୍ଷମ ହୋଇଛି। ଏହା ପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଆମେ ଚାହୁଁଛୁ  ବୋଲି ଚିଠିରେ ଉଲ୍ଲେଖ ରହିଛି। ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ଯାତାୟତକୁ ବଜାୟ ରଖିବା ପାଇଁ ଆମେ ସବୁପ୍ରକାର ଆଶ୍ୱସନା ଦେଛୁ ବୋଲି ଚିଠିରେ ଉଲ୍ଲେଖ ରହିଛି। ସେହିପରି କମର୍ସିଆଲ  ବିମାନ ଉଡ଼ାଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଅନ୍ୟପଟେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ଭାରତ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇ ନାହିଁ। ଯଦିଓ ଏନେଇ ଅଗଷ୍ଟ ୩୧ରେ ଦୋହା ଠାରେ ଏକ ବୈଠକ ଠକ ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ୩୦ରେ ଆମେରିକା ସେନା ପ୍ରତ୍ୟାହାର ପରେ  ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ  ନେଇଥିଲା। ଅଗଷ୍ଟ ୨୧ରେ ଶେଷଥର ପାଇଁ ଆଫଗାନିସ୍ତାନରୁ ଭାରତକୁ ବିମାନ ଉଡ଼ାଣ ହୋଇଥିଲା। ସେଠାରେ ଯେଉଁ ଭାରତୀୟମାନେ ଫସିରହିଥିଲେ ସେମାନଙ୍କୁ ଭାରତ ସରକାରରଙ୍କ ପକ୍ଷରୁ ଅଣାଯାଥିଲା। ସୂଚନା ଅନୁଯାୟୀ, ଆଫଗାନିସ୍ତାନକୁ ଅକ୍ତିଆରକୁ ନେବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରି ଥିଲା  ତାଲିବାନ୍ । ତାଲିବାନର ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଥିଲା।

ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାର୍ଗୋ ଉପରେ ରୋକ ଲାଗିଥିଲା । ଯାହାଫଳରେ ଆମଦାନୀ ରପ୍ତାନୀରେ ବାଧା ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story