ଚର୍ଚ୍ଚାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବେ ଖୁବ୍‌ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କ ସରକାରୀ ବାସଭବନକୁ ନେଇ। ହାଇଦ୍ରାବାଦର ବେଗମ୍‌ପେଟ୍‌ରେ ନଅ ଏକର ପରିମିତ ଜାଗାରେ ୫୦କୋଟି ଟଙ୍କା ଖର୍ଚ୍ଚରେ ଏହି ଘର ନିର୍ମାଣ କରାଯାଇଛି। ଏହି ଘର ଭିତରେ ଏକ ବଡ଼ ଥିଏଟର ରହିଛି। ଯେଉଁଠି ୨୫୦ ଜଣ ଦର୍ଶକ ଏକା ସହ ବସିପାରିବେ। ଏହା ସହିତ ବୃହତ୍‌ ସମ୍ମିଳନୀ କକ୍ଷ, ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ମିନି ସେକ୍ରେଟେରିଏଟ୍ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ […]

telengana-bngloo

telengana-bngloo

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 02:09 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବେ ଖୁବ୍‌ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କ ସରକାରୀ ବାସଭବନକୁ ନେଇ। ହାଇଦ୍ରାବାଦର ବେଗମ୍‌ପେଟ୍‌ରେ ନଅ ଏକର ପରିମିତ ଜାଗାରେ ୫୦କୋଟି ଟଙ୍କା ଖର୍ଚ୍ଚରେ ଏହି ଘର ନିର୍ମାଣ କରାଯାଇଛି।

ଏହି ଘର ଭିତରେ ଏକ ବଡ଼ ଥିଏଟର ରହିଛି। ଯେଉଁଠି ୨୫୦ ଜଣ ଦର୍ଶକ ଏକା ସହ ବସିପାରିବେ। ଏହା ସହିତ ବୃହତ୍‌ ସମ୍ମିଳନୀ କକ୍ଷ, ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ମିନି ସେକ୍ରେଟେରିଏଟ୍ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଇଁ ବାସଭବନ ରହିଛି। କେବଳ ସେତିକି ନୁହେଁ ବାସଭବନରେ ଥିବା ବାଥ୍‌ରୁମ୍‌  ଓ ବଙ୍ଗଳାର ଅନ୍ୟ ଝରକା ଓଭେଣ୍ଟିଲେଟରକୁ ମଧ୍ୟ ବୁଲେଟ୍‌ ପ୍ରୁଫ୍‌ କରାଯାଇଛି। ତା ସହିତ ବଙ୍ଗଳାର ପରିସରରେ ତିନି ଶହ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story