ବକ୍‌ରି-ଇଦ୍‌ରେ ଅଶାନ୍ତ କାଶ୍ମୀର୍‌: ଦୁଇଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାଶ୍ମୀର: ସାରା ଦେଶ ଉତ୍ସାହର ସହ ବକ୍‌ରି-ଇଦ୍‌ ପାଳନ କରୁଥିବା ବେଳେ, କାଶ୍ମୀରରେ ଆତଙ୍କବାଦୀ ରଚିଛନ୍ତି ବର୍ବର କାଣ୍ଡ। ଆତଙ୍କବାଦୀମାନେ ଜଣେ ପୁଲିସ୍‌ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ସେହିପରି ଜଣେ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା କରିଛନ୍ତି। ବକ୍‌ରି-ଇଦ୍‌ ପାଇଁ କାଶ୍ମୀର ଉତ୍ସବମୁଖର ଥିଲାବେଳେ, ଆତଙ୍କବାଦୀମାନେ କନେଷ୍ଟବଲ୍‌ ଫୟଜ ଅହମ୍ମଦ ଶାହଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଫୟଜ ଇଦ୍‌ ପ୍ରାର୍ଥନା ପରେ ଘରକୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରିଥିଲେ। […]

kashmir

kashmir

Rakesh Mallick
  • Published: Wednesday, 22 August 2018
  • Updated: 22 August 2018, 04:16 PM IST

Sports

Latest News

କାଶ୍ମୀର: ସାରା ଦେଶ ଉତ୍ସାହର ସହ ବକ୍‌ରି-ଇଦ୍‌ ପାଳନ କରୁଥିବା ବେଳେ, କାଶ୍ମୀରରେ ଆତଙ୍କବାଦୀ ରଚିଛନ୍ତି ବର୍ବର କାଣ୍ଡ। ଆତଙ୍କବାଦୀମାନେ ଜଣେ ପୁଲିସ୍‌ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ସେହିପରି ଜଣେ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା କରିଛନ୍ତି।
ବକ୍‌ରି-ଇଦ୍‌ ପାଇଁ କାଶ୍ମୀର ଉତ୍ସବମୁଖର ଥିଲାବେଳେ, ଆତଙ୍କବାଦୀମାନେ କନେଷ୍ଟବଲ୍‌ ଫୟଜ ଅହମ୍ମଦ ଶାହଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଫୟଜ ଇଦ୍‌ ପ୍ରାର୍ଥନା ପରେ ଘରକୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାସହ ଆତଙ୍କବାଦୀମାନେ ହାସନ୍‌ପୋରାରେ ଥିବା ସିଆର୍‌ପିଏଫ୍‌ ବାଟାଲିୟନ୍‌ ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି। କିଛି ଅଜଣା ବ୍ୟକ୍ତି ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।
ପୁଲୱାମା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଆଜି ଆତଙ୍କବାଦୀମାନେ ଘରୁ ଡାକି ନେଇ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସବିର୍‌ ଅହମ୍ମଦ ଭଟ୍ଟ। ସେ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଭୋର୍‌ ପ୍ରାୟ ୩ଟା ବେଳେ ଆତଙ୍କବାଦୀମାନେ ସବିରଙ୍କୁ ଘରୁ ଡାକି ନେଇଥିଲେ। ସକାଳୁ ସକାଳୁ କୁପୱାରାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ସବିର ବିଜେପିର ଆଇଟି ଓ ସୋଶାଲ୍‌ ମିଡିଆ ଦାୟିତ୍ୱରେ ମଧ୍ୟ ଥିଲେ। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରାଯିବା ପରେ ପ୍ରଥମଥର ପାଇଁ କୌଣସି ରାଜନେତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story