ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲା ୱାଚି ଗାଁରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଆଜି ସକାଳେ ୱାଚି ଗାଁରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ଥିବା ଖବର ମିଳିଥିଲା। ଏହାପରେ ଭାରତୀୟ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଗ୍ରୁପ କମାଣ୍ଡୋମାନେ ସର୍ଚ୍ଚ […]

q

q

Hemant Lenka
  • Published: Monday, 20 January 2020
  • Updated: 20 January 2020, 03:58 PM IST

Sports

Latest News

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲା ୱାଚି ଗାଁରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଆଜି ସକାଳେ ୱାଚି ଗାଁରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ଥିବା ଖବର ମିଳିଥିଲା। ଏହାପରେ ଭାରତୀୟ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଗ୍ରୁପ କମାଣ୍ଡୋମାନେ ସର୍ଚ୍ଚ ଅପରେସନ କରିଥିଲେ।

ଆତଙ୍କବାଦୀମାନେ ଲୁଚି ଥିବା ଗାଁକୁ କର୍ଡନ କରାଯିବା ବେଳେ ହଠାତ୍‌ ଗୁଳିମାଡ଼ ହୋଇଥିଲା। ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଶେଷରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ସମସ୍ତ ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ସୋପିଆନ ଅନ୍ତର୍ଗତ ଜୈନପୋରା ଅଞ୍ଚଳର ଆଦିଲ ଶେଖ ରହିଛି। ସେ ୨୦୧୮ ସେପ୍ଟେମ୍ବର ୧୯ରେ ତତ୍କାଳୀନ ପିଡିପି ବିଧାୟକ ଏଜାଜ ମୀରଙ୍କ ଘରୁ ୮ଟି ବନ୍ଧୁକ ଲୁଟିବା ଘଟଣାରେ ସାମିଲ ଥିଲା। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ୱାସୀମ ୱାନି ନାମକ ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story