ଶାରଦା ଘୋଟାଲା: ନିର୍ଦ୍ଦେଶକ ଗିରଫ୍, ତିନି ଟିଏମସି ନେତାଙ୍କୁ ଇଡିର ସମନ୍

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ବିଭିନ୍ନ ଦଳ ପ୍ରଚାର କାମ ଆରମ୍ଭ କରିଦେଇଛନ୍ତି। ହେଲେ ଏହି ସମୟରେ ସିବିଆଇ ଚିଟଫଣ୍ଡ ଘୋଟାଲାର ତଦନ୍ତ ଜୋରଦାର କରିଛି। ତେଣେ ଏଞ୍ଜେଲ୍ ଆଗ୍ରିଟେକ୍ ଗ୍ରୁପର ଏମଡି ନଜବୁଲ୍ଲାଙ୍କୁ ସିବିଆଇ ଗିରଫ୍ କରିଛି। ଏହି ଆଗ୍ରିଟେକ କମ୍ପାନୀ ଚିଟଫଣ୍ଡ କମ୍ପାନୀ ଶାରଦାର ସହଯୋଗୀ କମ୍ପାନୀ। ଅନ୍ୟପଟେ ନାରଦା ଷ୍ଟିଙ୍ଗ୍ ମାମଲାରେ ତିନି ଟିଏମସି ନେତାଙ୍କୁ ସମନ୍ କରିଛି। ସିବିଆଇ ଅଧିକାରୀ କହିଛନ୍ତି ଯେ ନଜବୁଲ୍ଲାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ […]

SHARADA SCAM

SHARADA SCAM

Subhransu Sekhar
  • Published: Monday, 23 November 2020
  • Updated: 23 November 2020, 10:55 PM IST

Sports

Latest News

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ବିଭିନ୍ନ ଦଳ ପ୍ରଚାର କାମ ଆରମ୍ଭ କରିଦେଇଛନ୍ତି। ହେଲେ ଏହି ସମୟରେ ସିବିଆଇ ଚିଟଫଣ୍ଡ ଘୋଟାଲାର ତଦନ୍ତ ଜୋରଦାର କରିଛି। ତେଣେ ଏଞ୍ଜେଲ୍ ଆଗ୍ରିଟେକ୍ ଗ୍ରୁପର ଏମଡି ନଜବୁଲ୍ଲାଙ୍କୁ ସିବିଆଇ ଗିରଫ୍ କରିଛି। ଏହି ଆଗ୍ରିଟେକ କମ୍ପାନୀ ଚିଟଫଣ୍ଡ କମ୍ପାନୀ ଶାରଦାର ସହଯୋଗୀ କମ୍ପାନୀ। ଅନ୍ୟପଟେ ନାରଦା ଷ୍ଟିଙ୍ଗ୍ ମାମଲାରେ ତିନି ଟିଏମସି ନେତାଙ୍କୁ ସମନ୍ କରିଛି।

ସିବିଆଇ ଅଧିକାରୀ କହିଛନ୍ତି ଯେ ନଜବୁଲ୍ଲାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ବାରୁପୁରରେ ହାଜର କରିଥିଲା, ତାଙ୍କୁ ୧୦ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି କୋର୍ଟ। ୪୫୪.୫୪ କୋଟି ଟଙ୍କା ଠକେଇ ମାମଲାରେ ନଜବୁଲ୍ଲାଙ୍କୁ ସିବିଆଇ ଗିରଫ କରିଛି।

ସିବିଆଇ ମୁଖପାତ୍ର ଆର.କେ ଗୌର କହିଛନ୍ତି ଯେ ନିବେଶକଙ୍କୁ ଠକିବା ଏବଂ ପୁଞ୍ଜି ବିନିଯୋଗ ଟଙ୍କା ନେଇ ଅଭିଯୁକ୍ତ ଜଣଙ୍କ ଫେରାର ଥିଲେ।

ସେହିପରି ନାରଦା ଷ୍ଟିଙ୍ଗ୍ ମାମଲାରେ ଇଡି ତିନି ଟିଏମସି ନେତା ମନ୍ତ୍ରୀ ଫିରହାଦ ହାକିମ, ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସାଂସଦ ପ୍ରସୁନ ବନ୍ଦୋପାଧ୍ୟାୟଙ୍କୁ ସମନ୍ କରିଛି। ଇଡିରେ ହାଜର ହେବା ପାଇଁ ଏହି ତିନି ନେତାଙ୍କୁ ସମନ୍ ହୋଇଛି। ଏହି ନେତାଙ୍କ ନାମରେ ଲାଞ୍ଚ ନେଉଥିବାର ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story