ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ, ପତ୍ନୀ ମୃତ

ବୀରଭୂମ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ବିଲାତି ଗାଁରେ ଶନିବାର ରାତି ପ୍ରାୟ ୩’ଟା ବେଳେ ତୃଣମୂଳ କଂଗ୍ରେସ୍ ନେତା ବୁରୋ ହାଁସଦାଙ୍କ ଘରେ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ବୁରୋଙ୍କ ପତ୍ନୀ ଚୁନକୀ ହାଁସଦାଙ୍କ ମୃତ୍ୟୁ ହୋଇଛି। ବୁରୋ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ବୁରଦ୍ୱାନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। କିଛି ଦୁର୍ବୃତ୍ତ ତାଙ୍କ ଘର ଉପରକୁ ବୋମା ଫୋପାଡିଥିଲେ ବୋଲି ବୁରୋ ବୀରଭୂମ ଜିଲ୍ଲା ଏସପିଙ୍କ […]

blast

blast

Rakesh Mallick
  • Published: Sunday, 24 May 2015
  • Updated: 24 May 2015, 10:26 AM IST

Sports

Latest News

ବୀରଭୂମ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ବିଲାତି ଗାଁରେ ଶନିବାର ରାତି ପ୍ରାୟ ୩’ଟା ବେଳେ ତୃଣମୂଳ କଂଗ୍ରେସ୍ ନେତା ବୁରୋ ହାଁସଦାଙ୍କ ଘରେ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ବୁରୋଙ୍କ ପତ୍ନୀ ଚୁନକୀ ହାଁସଦାଙ୍କ ମୃତ୍ୟୁ ହୋଇଛି। ବୁରୋ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ବୁରଦ୍ୱାନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି।

କିଛି ଦୁର୍ବୃତ୍ତ ତାଙ୍କ ଘର ଉପରକୁ ବୋମା ଫୋପାଡିଥିଲେ ବୋଲି ବୁରୋ ବୀରଭୂମ ଜିଲ୍ଲା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ବୁରୋ ହାଁସଦା ଓ  ତାଙ୍କ ପତ୍ନୀ ଘରେ ବୋମା ରଖିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ବଶତଃ ବୋମାଟି ଘରେ ବିସ୍ଫୋରଣ ହୋଇଯାଇଥିଲା ବୋଲି କୁହାଯାଉଛି।

ଗତ କିଛି ଦିନ ହେବ ବୀରଭୂମରେ ତୃଣମୂଳ କଂଗ୍ରେସ୍ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା । ତିନ ଚାରିଦିନ ତଳେ ଉଭୟ ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଗୁଳିକାଣ୍ଡ ଓ ବୋମା ବିସ୍ଫୋରଣ ହୋଇଥିଲା। ତେଣୁ ପୋଲିସ୍ ଏହି ଦିଗଟିକୁ ମଧ୍ୟ ଗୁରୁତ୍ୱ ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story