ଚାଷୀ ଆନ୍ଦୋଳନ ସ୍ଥଳରେ ଲାଗିଲା ଦେଶଦ୍ରୋହୀ ଅଭିଯୁକ୍ତଙ୍କ ପୋଷ୍ଟର

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଧାରଣାରେ। ଏହି ଆନ୍ଦୋଳନ ପଛରେ ଚାଷୀଙ୍କୁ ମୋହରା କରାଯାଉଛି, ଉଦ୍ଦେଶ୍ୟ ସରକାରକୁ ବଦନାମ କରିବା ପାଇଁ। ଶାହୀନବାଗ୍, ସିଏଏ, ଏନଆରସିକୁ ବିରୋଧ କରୁଥିବା ସଂଗଠନ ଚାଷୀଙ୍କୁ ମୋହରା କରି ସରକାରକୁ ବଦନାମ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଉଭୟ ୟୁପି, ହରିଆଣା ସୀମାରେ ଚାଷୀ ଦୀର୍ଘ ୧୨ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଯାଇ ବିଫଳ […]

desha-drohi

desha-drohi

Subhransu Sekhar
  • Published: Friday, 11 December 2020
  • Updated: 11 December 2020, 05:21 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଧାରଣାରେ। ଏହି ଆନ୍ଦୋଳନ ପଛରେ ଚାଷୀଙ୍କୁ ମୋହରା କରାଯାଉଛି, ଉଦ୍ଦେଶ୍ୟ ସରକାରକୁ ବଦନାମ କରିବା ପାଇଁ। ଶାହୀନବାଗ୍, ସିଏଏ, ଏନଆରସିକୁ ବିରୋଧ କରୁଥିବା ସଂଗଠନ ଚାଷୀଙ୍କୁ ମୋହରା କରି ସରକାରକୁ ବଦନାମ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଉଭୟ ୟୁପି, ହରିଆଣା ସୀମାରେ ଚାଷୀ ଦୀର୍ଘ ୧୨ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଯାଇ ବିଫଳ ହୋଇଛନ୍ତି। ତେଣେ ଆଗକୁ ଦିଲ୍ଲୀରେ ଏହି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଚାଷୀ ସଂଗଠନ ହୁଙ୍କାର ଭରିଛି।

ତେବେ ଗୁରୁବାର ପାଖରୁ ଦିଲ୍ଲୀର ଟିକରି ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ମଞ୍ଚ ପାଖରେ ଏକ ଆପତ୍ତିଜନକ ବ୍ୟାନର ଦେଖିବାକୁ ମିଳିଛି। ଏହି ବ୍ୟାନରରେ ଦେଶଦ୍ରୋହ ଅଭିଯୋଗରେ କିଛି ଗିରଫ ଏବଂ କିଛି ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି।

ବ୍ୟାନରରେ ଦଙ୍ଗା ଅଭିଯୁକ୍ତ ଉମର ଖାଲିଦ, ଶାର୍ଜିଲ ଇମାମ, ଗୌତମ ନବଲାଖା, ସୁଧା ଭରଦ୍ୱାଜ, ବରବରା ରାଓ ଏବଂ ଆନନ୍ଦ ଟେଲ୍ଟମ୍ବଡେଙ୍କ ପରି ବ୍ୟକ୍ତିଙ୍କ ଫଟୋ ରହିଛି। ଚାଷୀ ଆନ୍ଦୋଳନ ବସିଥିବା ଲୋକମାନେ ଏବେ ଏହି ଅଭିଯୁକ୍ତମାନଙ୍କୁ ମୁକ୍ତ କରିବା ପାଇଁ ନାରା ଦେଇଥିବା ଦେଖିବାକୁ ମିଳିଛି। ଦେଶକୁ ବିଭାଜନ କରିବା, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବିଭ୍ରାନ୍ତ କରିବା, ଜିହାଦ ଷଡଯନ୍ତ୍ର କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡଯନ୍ତ୍ର କରିବା ଅଭିଯୋଗରେ ଏ ସମସ୍ତ ଅଭିଯୁକ୍ତଙ୍କ ଉପରେ ବିଚାର ଚାଲିଛି। କିଛି ଜେଲରୁ ମୁକିଳିଛନ୍ତି।

ଏହି ଦେଶଦ୍ରୋହୀ ଅଭିଯୁକ୍ତଙ୍କୁ ପ୍ଲାଟଫର୍ମ ଦେଇଥିବା ଭାରତ କିସାନ ୟୁନିଅନ ଇଣ୍ଟିଗ୍ରେସନ୍ ଉଗ୍ରହାନର କାର୍ଯ୍ୟକର୍ତ୍ତାମାନେ ସ୍ଲୋଗାନ ଦେଇ କହିଥିଲେ ଯେ ଏହି ଲୋକମାନେ ମଣିଷ ଓ ଜଙ୍ଗଲ ସୁରକ୍ଷା ପାଇଁ ଲଢ଼େଇ କରୁଛନ୍ତି। ସେଥିପାଇଁ ସରକାର ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଚିତ୍ରଣ କରୁଛନ୍ତି। ସରକାର ଏହି ସାମାଜିକ କର୍ମୀଙ୍କୁ ଯଥାଶୀଘ୍ର ମୁକ୍ତ କରିବା ଦରକାର ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story