ତୀବ୍ର ରୂପ ନେଇପାରେ ସାମୁଦ୍ରିକ ଝଡ଼ ‘ଅଶୋବା’

ନୂଆଦିଲ୍ଲୀ: ବୁଧବାର ରାତି ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଅଶୋବା’ ତୀବ୍ର ରୂପ ନେବା ଆଶଙ୍କା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ‘ଅଶୋବା’ ପଶ୍ଚିମ ଓ ପଶ୍ଚିମପୂର୍ବ ଆଡକୁ ମୁହେଁଇଛି। ଏହାର ପ୍ରଭାବରେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, କୋଙ୍କଣ, ଗୋଆ ଓ ଦକ୍ଷିଣ ଗୁଜୁରାଟରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବାର ଆଶଙ୍କା କରାଯାଉଛି। ଅଶୋବା ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୧୨୦ କି.ମି. ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବ […]

asoba

asoba

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 09:50 AM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ରାତି ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଅଶୋବା’ ତୀବ୍ର ରୂପ ନେବା ଆଶଙ୍କା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ‘ଅଶୋବା’ ପଶ୍ଚିମ ଓ ପଶ୍ଚିମପୂର୍ବ ଆଡକୁ ମୁହେଁଇଛି। ଏହାର ପ୍ରଭାବରେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, କୋଙ୍କଣ, ଗୋଆ ଓ ଦକ୍ଷିଣ ଗୁଜୁରାଟରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବାର ଆଶଙ୍କା କରାଯାଉଛି।

ଅଶୋବା ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୧୨୦ କି.ମି. ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବ । ଗୋଆ, ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପରେ ଏହି ସାମୁଦ୍ରିକ ଝଡର ଅଧିକ ପ୍ରଭାବ ପଡିବା ସହ ସମୁଦ୍ର ଆଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ନ ଯିବାକୁ ଭାରତୀୟ ପାଣିପାଗ ବିଭାଗ ସୂଚନା ଦିଆଯାଇଛି । ଗୁଜୁରାଟ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ବନ୍ଦର ଉପରେ ଦୁଇ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏହାସହ ଓମାନ ଓ ୟୁଏଇ ପରି ରାଷ୍ଟ୍ରରେ ମଧ୍ୟ ହାଇଆର୍ଲଟ କରାଯାଇଛି। ଓମାନରେ ୨୪ ଘଣ୍ଟିଆ ସେବା ସହ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଅଶୋବା’ ଯୋଗୁଁ ପାକିସ୍ତାନ ଓ ଓମାନରେ ୧୫ ରୁ ୨୦ ଫୁଟରୁ ଉଚ୍ଚରେ ଢେଉ ଆସିବାର ସମ୍ଭାବନା ରହିଛି । ଏହି ଦେଶଗୁଡିକର ଉପକୂଳବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story